ETV Bharat / entertainment

ଏମି ଆୱାର୍ଡ; ଜାଣନ୍ତୁ କିଏ ହାତେଇଲେ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ସମ୍ମାନ

Emmys Awards 2024 Winners: ୭୫ତମ ଏମି ଆୱାର୍ଡ ୨୦୨୪ ଆଜି ଅନୁଷ୍ଠିତ ହୋଇଛି । ଦ ବିୟର ଠାରୁ ବିଫ ଏବଂ ସକସ୍ସେନ ଫିଲ୍ମ ବିଭିନ୍ନ ବର୍ଗରେ ଆୱାର୍ଡ ହାତେଇଛି । ବିଜେତାଙ୍କ ପୁରା ତାଲିକା ଦେଖନ୍ତୁ

author img

By ETV Bharat Odisha Team

Published : Jan 16, 2024, 1:16 PM IST

Emmys Awards 2024
ଏମି ଆୱାର୍ଡ ୨୦୨୪

ହାଇଦ୍ରାବାଦ: ନିକଟରେ ଗ୍ଲୋଡେନ ଗ୍ଲୋବ ଏବଂ କ୍ରିଟିକ୍ସ ଚଏସ ଆୱାର୍ଡ ପରେ ବର୍ତ୍ତମାନ ହଲିଉଡରେ ଏମି ଆୱାର୍ଡ ଶୋ' ଆୟୋଜିତ ହୋଇଛି । ଆମେରିକାର ଲସ୍ ଆଞ୍ଜେଲସରେ ୭୫ତମ ଏମି ଆୱାର୍ଡ ଶୋ' ଆୟୋଜିତ ହୋଇଥିଲା । ଜାନୁଆରୀ ୧୫ରେ ଅନୁଷ୍ଠିତ ହଲିଉଡର ଏକ ସମ୍ମାନଜନକ ପୁରସ୍କାର କାର୍ଯ୍ୟ ମଧ୍ୟରୁ ପ୍ରିମିଟାଇମ୍ ଏମି ପୁରସ୍କାର, ଜାନୁଆରୀ ୧୬ରେ ଭାରତରେ ପ୍ରସାରିତ ହୋଇଛି । SAG-AFTRA ଧର୍ମଘଟ ଯୋଗୁଁ ପ୍ରାୟ ଚାରି ମାସ ବିଳମ୍ବ ପରେ ପୁରସ୍କାର ଶୋ' ଆଜି ଆୟୋଜିତ ହୋଇଛି । ଲସ୍ ଆଞ୍ଜେଲ୍ସର ପିକୋକ ଥିଏଟରରେ ଏହି ଶୋ' ଆୟୋଜିତ ହୋଇଥିଲା । ଏଥିରେ ହଲିଉଡ ସିରିଜ 'ଦ ବିୟର' ୧୦ଟି ଆୱାର୍ଡ ହାତେଇଥିବା ବେଳେ ଏବଂ ସକସ୍ସେନ ଫିଲ୍ମ ବିଭିନ୍ନ ବର୍ଗରେ ୬ଟି ଆୱାର୍ଡ ହାତେଇଛି ।

ବିଜେତାଙ୍କ ପୁରା ତାଲିକା:

  • ମୁଖ୍ୟ ଅଭିନେତା, କମେଡି - ଜେରେମି ଆଲାନ୍ ହ୍ବାଇଟ୍ (ଦ ବିୟର)
  • ମୁଖ୍ୟ ଅଭିନେତ୍ରୀ, କମେଡି ସିରିଜ- କ୍ୱିଣ୍ଟା ବ୍ରୁନସନ୍ (ଏବୋଟ୍ ଏଲିମେଣ୍ଟ୍ରୀ)
  • ସହ-ଅଭିନେତା, ଡ୍ରାମା- ମାଥ୍ୟୁ ମ୍ୟାକଫେଡେନ (ସକସ୍ସେନ)
  • ସହ-ଅଭିନେତ୍ରୀ, ଡ୍ରାମା- ଜେନିଫର୍ କୁଲିଜ୍ (ଦ ହ୍ବାଇଟ୍ ଲୋଟସ୍)
  • ସହ ଅଭିନେତା, କମେଡି ସିରିଜ- ଏବନ୍ ମାସ (ଦ ବିୟର)
  • ସହ-ଅଭିନେତ୍ରୀ, କମେଡି ସିରିଜ- ଆୟୋ ଏଡେବିରୀ (ଦ ବିୟର)
  • ସହ-ଅଭିନେତା, ଲିମିଟେଡ ସିରିଜ ଏବଂ ଫିଲ୍ମ- ପଲ୍ ୱାଲ୍ଟର ହାଉସର (ବ୍ଲାକ୍ ବାର୍ଡ)
  • ସହ-ଅଭିନେତ୍ରୀ, ଲିମିଟେଡ ସିରିଜ ଏବଂ ଫିଲ୍ମ- ନିସି ନାଶ-ବେଟ୍ସ (ଡେହମର୍- ମୋନଷ୍ଟର: ଦ ଜେଫ୍ରି ଡେହମର୍ ଷ୍ଟୋରୀ
  • ଶ୍ରେଷ୍ଠ ରାଇଟିଙ୍ଗ, କମେଡି ସିରିଜ- ଖ୍ରୀଷ୍ଟୋଫର୍ ଷ୍ଟୋରର (ଦ ବିୟର)
  • ଡ୍ରାମା ସିରିଜରେ ଆଉଟସାଣ୍ଡିଂ ଲିଡ୍ ଅଭିନେତ୍ରୀ- ସାରା ସ୍ନୁକ୍ (ସକସ୍ସେନ)
  • ଡ୍ରାମା ସିରିଜର ଶ୍ରେଷ୍ଠ ଅଭିନେତା- କିରନ୍ କକ୍ଲିନ୍ (ସକସ୍ସେନ)
  • ଶ୍ରେଷ୍ଠ କମେଡି ସିରିଜ୍- ଦ ବିୟର
  • ଶ୍ରେଷ୍ଠ ଲିମିଟେଡ ସିରିଜ୍- ବିଫ
  • ଲିଡ୍ ଅଭିନେତା, ଲିମିଟେଡ ସିରିଜ- ଷ୍ଟିଭେନ୍ ୟେନ୍, ବିଫ
  • ଲିଡ୍ ଅଭିନେତ୍ରୀ, ଲିମିଟେଡ ସିରିଜ ଏବଂ ଫିଲ୍ମ- ଏଲି ୱଙ୍ଗ, ବିଫ
  • ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଏବଂ ନନ୍ଫିକ୍ସନ୍ ସିରିଜ୍- 1619 ପ୍ରୋଜେକ୍ଟ (ହୁଲୁ)

ଏହା ମଧ୍ୟ ପଢନ୍ତୁ: କ୍ରିଟିକ୍ସ ଚଏସ ଆୱାର୍ଡ ୨୦୨୪: ବାଜି ମାରିଲା ଓପେନହାଇମର ଓ ବାର୍ବି, ଦେଖନ୍ତୁ ବିଜେତାଙ୍କ ଲିଷ୍ଟ

ଏମି ପୁରସ୍କାର କାହିଁକି ଦିଆଯାଏ?

ଟିଭି ଦୁନିଆରେ ଦମଦାର ଅଭିନୟ ଏବଂ ମିଡିଆ ଉପସ୍ଥାପନା ପାଇଁ ସେଲିବ୍ରିଟିଙ୍କୁ ଏମି ପୁରସ୍କାରରେ ସମ୍ମାନିତ କରାଯାଇଥାଏ । ଏମି ପୁରସ୍କାର ଟିଭି ଜଗତର ଓସ୍କାର ଏବଂ ଗୋଲ୍ଡେନ ଗ୍ଲୋବ ପୁରସ୍କାର ଭାବରେ ବିବେଚନା କରାଯାଏ । ଏହି ପୁରସ୍କାର ୨୦୧୪ରୁ କଳାକାରମାନଙ୍କୁ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ: ଗୋଲ୍ଡେନ ଗ୍ଲୋବ ଆୱାର୍ଡ ୨୦୨୪: କିଏ ମାରିଲା ବାଜି, କେଉଁ ଫିଲ୍ମ ହେଲା ବିଜେତା, ଦେଖନ୍ତୁ ତାଲିକା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.