ETV Bharat / entertainment

ସାଉଥ ସୁନ୍ଦରୀ ସାଇ ପଲ୍ଲବୀଙ୍କ ନାଁରେ ମାମଲା - ସାଇ ପଲ୍ଲବୀ ନାଁରେ ମାମଲା

ଆଡୁଆରେ ସାଉଥ ସିନେମା ସୁନ୍ଦରୀ ସାଇ ପଲ୍ଲବୀ । ବିବାଦୀୟ ବୟାନ ପାଇଁ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ଅଧିକ ପଢନ୍ତୁ

ସାଇ ପଲ୍ଲବୀ ନାଁରେ ମାମଲା
ସାଇ ପଲ୍ଲବୀ ନାଁରେ ମାମଲା
author img

By

Published : Jun 17, 2022, 8:33 AM IST

ହାଇଦ୍ରାବାଦ: ଆଡୁଆରେ ସାଉଥ ସିନେମା ସୁନ୍ଦରୀ ସାଇ ପଲ୍ଲବୀ । ବିବାଦୀୟ ବୟାନ ପାଇଁ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । କାଶ୍ମୀର ପଣ୍ଡିତଙ୍କ ହତ୍ୟା ଓ ଗୋ ଚାଲାଣ ଉପରେ ମନ୍ତବ୍ୟ ଦେଇ ଅସୁବିଧାରେ ପଡିଛନ୍ତି । ବଜରଙ୍ଗୀ ଦଳ ପକ୍ଷରୁ ହାଇଦ୍ରାବାଦ ସୁଲତାନ ବଜାର ଥାନାରେ ସାଇ ପଲ୍ଲବୀଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି ।

  • “For me violence is wrong form of communication. Mine is a neutral family where they only taught to be a good human being. The oppress, however, should be protected. I don’t know who’s right & who’s wrong. If you are a good human being, you don’t feel one is right.”
    - #SaiPallavi pic.twitter.com/o6eOuKvd2G

    — Hate Detector 🔍 (@HateDetectors) June 14, 2022 " class="align-text-top noRightClick twitterSection" data=" ">

ସାଇ ତାଙ୍କ ଆଗାମୀ ଫିଲ୍ମ ବିରାତା ପରଭମର ପ୍ରୋମସନ ପାଇଁ ଗୋଟିଏ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ଏହି ସମୟରେ ସେ କାଶ୍ମୀର ପଣ୍ଡିତଙ୍କ ନରସଂହାର ସହ ଗୋ ଚୋରା ଚାଲାଣ ସହ ତୁଳନା କରିଥିଲେ । ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ପଲ୍ଲବୀଙ୍କୁ ସମର୍ଥନ କରିଥିବାବେଳେ, ଆଉ କିଛି ଲୋକ ଦୁଇଟି ଘଟଣା ଆଦୌ ସମାନ ନୁହେଁ ବୋଲି କହିଛନ୍ତି ।

ସେ ଆହୁରି କହିଥିଲେ, କାଶ୍ମୀର ଫାଇଲ୍ସ ଫିଲ୍ମ ସେହି ସମୟରେ ଘଟିଥିବା କାଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାକୁ ଦେଖାଇଛି । ଯହି ଧାର୍ମିକ ଦୃଷ୍ଟିରୁ ଦେଖିବା ମୁଁ ଏକ ଖବର ପଢିଥିଲି ଯେଉଁଥିଲେ ଗାଈ ନେଇ ଯାଉଥିବା ଜଣେ ମୁସଲିମ ବ୍ୟକ୍ତିଙ୍କୁ ଜୟ ଶ୍ରୀରାମ ନାରା ଦେଇ କିଛି ଗୋ-ସୁରକ୍ଷା କର୍ମୀ ତାଙ୍କୁ ହତ୍ୟା କରିଥିଲେ । ବାସ୍‌ ପଲ୍ଲବୀଙ୍କ ଏହି ବୟାନକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି । ମାମଲା ଥାନାରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.