ETV Bharat / entertainment

God Father Teaser, ଧମାଲ ମଚାଇବ ଗଡଫାଦର, ଆକ୍ସନ ଅବତାରରେ ସଲମାନ ଖାନ ଏବଂ ଚିରଞ୍ଜୀବୀ

author img

By

Published : Aug 23, 2022, 10:43 PM IST

ଟଲିଉଡର ସୁପରଷ୍ଟାର ଚିରଞ୍ଜୀବୀ (Chiranjeevi) ଏବଂ ବଲିଉଡ ସୁପରଷ୍ଟାର ସଲମାନ ଖାନ (Salman Khan) ଙ୍କ ଆଗାମୀ ଫିଲ୍ମ ଗଡ ଫାଦର (GodFather) ର ଟିଜର ମୁକ୍ତିଲାଭ କରିଛି। ଚିରଞ୍ଜୀବୀଙ୍କ 67 ତମ ଜନ୍ମଦିନ ଅବସରରେ ଏହି ଟିଜର ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

God Father Teaser, ଧମାଲ ମଚାଇବ ଗଡଫାଦର, ଆକ୍ସନ ଅବତାରରେ ସଲମାନ ଖାନ ଏବଂ ଚିରଞ୍ଜୀବୀ
God Father Teaser, ଧମାଲ ମଚାଇବ ଗଡଫାଦର, ଆକ୍ସନ ଅବତାରରେ ସଲମାନ ଖାନ ଏବଂ ଚିରଞ୍ଜୀବୀ

ହାଇଦ୍ରାବାଦ: ଟଲିଉଡର ସୁପରଷ୍ଟାର ଚିରଞ୍ଜୀବୀ (Chiranjeevi) ଏବଂ ବଲିଉଡ ସୁପରଷ୍ଟାର ସଲମାନ ଖାନ (Salman Khan) ଙ୍କ ଆଗାମୀ ଫିଲ୍ମ 'ଗଡ ଫାଦର' (GodFather) ର ଟିଜର ମୁକ୍ତିଲାଭ କରିଛି। ଚିରଞ୍ଜୀବୀଙ୍କ 67 ତମ ଜନ୍ମଦିନ ଅବସରରେ ଏହି ଟିଜର ମୁକ୍ତିଲାଭ କରିଛି। ସଲମାନ ଏବଂ ଚିରଞ୍ଜୀବୀ ଟିଜରରେ ଜବରଦସ୍ତ ଆକ୍ସନ କରୁଥିବା ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ଚିରଞ୍ଜୀବୀ ଏବଂ ସଲମାନଙ୍କ ବ୍ୟତୀତ ଦକ୍ଷିଣର ସୁପରହିଟ୍ ଅଭିନେତ୍ରୀ ନୟନତାରା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଟିଜରରେ ଅଭିନେତ୍ରୀଙ୍କ ଏକ ଶାନଦାର ଝଲକ ଦେଖିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

ଫିଲ୍ମ 'ଗଡଫାଦର'ର ଟିଜର ଜବରଦସ୍ତ ଆକ୍ସନ୍‌ରେ ପରିପୂର୍ଣ୍ଣ । ଟିଜରରୁ ଏହା ସ୍ପଷ୍ଟ ହୋଇଛି ଯେ, ସଲମାନ ଖାନ ଫିଲ୍ମରେ ଚିରଞ୍ଜୀବୀଙ୍କୁ ସମର୍ଥନ କରୁଥିବାବେଳେ ତାଙ୍କୁ ଅସୁବିଧାରୁ ରକ୍ଷା କରୁଥିବା ଦେଖିବାକୁ ମିଳିବ। ଟିଜରରେ ନୟନତାରାଙ୍କ ଚରିତ୍ର ଦୃଶ୍ୟମାନ ହେଉଛି । ସେ ଟିଜରରେ କହୁଛନ୍ତି, 'ଯିଏ ବି ଆସନ୍ତୁ ନା କାହିଁକି, ସେଥିରେ କିଛି ଫରକ ପଡ଼ିବ ନାହିଁ, କିନ୍ତୁ ସେ ଆସିବା ଉଚିତ୍ ନୁହେଁ ।'

ନୟନତାରା ଏହା କହିବା ପରେ, ଚିରଞ୍ଜୀବୀଙ୍କ ଏଣ୍ଟ୍ରି ହୁଏ । ଚିରଞ୍ଜୀବୀ ଟିଜରରେ ଆକ୍ସନ୍ ମୋଡ୍‌ରେ ନଜର ଆସିଛନ୍ତି । ଏହା ପରେ ସଲମାନ ଖାନ ଟିଜରରେ ନିଜର ସଂଳାପ କହି ଏକ ଦମଦାର ଏଣ୍ଟ୍ରି ନେଇଛନ୍ତି, ଯିଏ ଗୁଣ୍ଡାଙ୍କ ସହିତ ଲଢୁଥିବା ଦେଖିବାକୁ ମିଳିଛି।

ଫିଲ୍ମର ରିଲିଜ୍ ବିଷୟରେ କହିବାକୁ ଗଲେ 'ଗଡ୍‌ ଫାଦର' 5 ଅକ୍ଟୋବର 2022 ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମୋହନ ରାଜା। ସଲମାନଙ୍କ କାମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର 'ଟାଇଗର' 'ଏବଂ' କଭି ଇଦ୍ କଭି ଦିୱାଲି'ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.