ETV Bharat / entertainment

Heeraben Modi Death: ଅଫେରା ରାଇଜରେ ମୋଦିଙ୍କ ମାଆ, ଶୋକରେ ବୁଡିଲା ବଲିଉଡ

author img

By

Published : Dec 30, 2022, 10:32 AM IST

ଆଜି ସକାଳେ 100 ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ପରଲୋକ ଘଟିଛି । ବଲିଉଡର ସେଲିବ୍ରିଟିମାନେ ହୀରାବେନ ମୋଦିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ହୀରାବେନ ମୋଦିଙ୍କ ଦେହାନ୍ତ
ହୀରାବେନ ମୋଦିଙ୍କ ଦେହାନ୍ତ

ମୁମ୍ବାଇ: ଆରପାରିରେ ମୋଦିଙ୍କ ମାଆ (Heeraben Modi Death) । ୧୦୦ ବର୍ଷ ବୟସରେ ଆଜି ଭୋର ପ୍ରାୟ ୩.୩୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି । ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ହିରାବେନଙ୍କୁ ଅହମ୍ମଦାବାଦର ୟୁଏନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କୋହଭରା ଶବ୍ଦରେ ମାଆ ହୀରାବେନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୋଦି । ଦେଶର ବଡ ରାଜନେତାଙ୍କ ଠାରୁ ଆରମ୍ଭ କରି ହିନ୍ଦୀ ସିନେମାର ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ହୀରାବେନ ମୋଦିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରୁଛନ୍ତି । ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ କଙ୍ଗନା ରଣାୱତ, ଅକ୍ଷୟ କୁମାର, ବିବେକ ଅଗ୍ନିହୋତ୍ରୀ, ଅନୁପମ ଖେର ଭଳି ଅନେକ ତାରକାଙ୍କ ନାମ ଅନ୍ତର୍ଭୁକ୍ତ ।

କଙ୍ଗନା ରଣାୱତଙ୍କ ପୋଷ୍ଟ
କଙ୍ଗନା ରଣାୱତଙ୍କ ପୋଷ୍ଟ

ହୀରାବେନ ମୋଦିଙ୍କ ଦେହାନ୍ତରେ କଙ୍ଗନା ରଣାୱତ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶୋକ ପ୍ରକାଶ କରିଛନ୍ତି । ଏହି ସମୟରେ କଙ୍ଗନା ତାଙ୍କ ଇନଷ୍ଟା କାହାଣୀରେ ପିଏମ ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କ ଫଟୋ ରଖିଛନ୍ତି । ଫଟୋ ସେୟାର କରି କଙ୍ଗନା ଲେଖିଛନ୍ତି, 'ଭଗବାନ ଏହି କଷ୍ଟ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଧୈର୍ଯ୍ୟ ଏବଂ ଶାନ୍ତି ପ୍ରଦାନ କରନ୍ତୁ । ଓମ୍‌ ଶାନ୍ତି ।'

ଏହା ବି ପଢନ୍ତୁ: Heeraben Modi Passes Away: ୧୦୦ ବର୍ଷ ବୟସରେ ମୋଦିଙ୍କ ମାଆଙ୍କ ଦେହାନ୍ତ

  • आदरणीय प्रधानमंत्री @narendramodi जी! आपकी माताश्री #हीराबा जी के निधन का सुनकर मन दुखी भी हुआ और व्याकुल भी।आपका उनके प्रति प्यार और आदर जग ज़ाहिर है।उनका स्थान आपके जीवन में कोई नहीं भर पाएगा! पर आप भारत माँ के सपूत हो! देश की हर माँ का आशिर्वाद आपके ऊपर है।मेरी माँ का भी!🙏🕉 pic.twitter.com/L9uPvMWjM2

    — Anupam Kher (@AnupamPKher) December 30, 2022 " class="align-text-top noRightClick twitterSection" data=" ">

ବଲିଉଡ ଅଭିନେତା ଅନୁପମ ଖେର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ପିଏମ ମୋଦି ତାଙ୍କ ମାଆଙ୍କ ସହ ବସିଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ଅନୁପମ ଖେର ଲେଖିଛନ୍ତି, 'ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ! ଆପଣଙ୍କ ମାଆ ହୀରାବେନ ଜୀଙ୍କର ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ ଓ ବିବ୍ରତ ହୋଇଗଲି । ତାଙ୍କ ପ୍ରତି ଆପଣଙ୍କର ଭଲପାଇବା ଏବଂ ସମ୍ମାନ ଏମିତି ରହୁ । ତାଙ୍କ ସ୍ଥାନ ଆପଣଙ୍କ ଜୀବନରେ କେହି ପୂରଣ କରିପାରିବେ ନାହିଁ । କିନ୍ତୁ ଆପଣ ଭାରତ ମାତାର ପୁଅ ଅଟନ୍ତି ! ଦେଶର ପ୍ରତ୍ୟେକ ମାଆର ଆଶୀର୍ବାଦ ଆପଣଙ୍କ ଉପରେ ଅଛି । ମୋର ମାଆର ମଧ୍ୟ! '

  • My deepest condolences to Shri @narendramodi on the sad demise of his beloved ‘maa’.
    भारत माँ के सपूत की माँ का कर्मयोगी जीवन हम सबको प्रेरणा देता रहेगा। शतक शतक नमन।
    ओम् शांति। pic.twitter.com/bNPWpI9d2P

    — Vivek Ranjan Agnihotri (@vivekagnihotri) December 30, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ: ପରଲୋକରେ ହୀରାବେନ ମୋଦି, ଶୋକବ୍ୟକ୍ତ କଲେ ବିଶିଷ୍ଟ ବ୍ୟକ୍ତି

  • आदरणीय मोदी जी, माँ कहीं जाती नहीं है बल्कि कई बार ईश्वर के चरणों में जाकर इसलिए बैठ जाती है कि उनका पुत्र दूसरों के लिए और बेहतर कर सके। माता जी सदैव आपके साथ थी और आपके साथ रहेंगी। @narendramodi
    ओम् शांति 🙏 https://t.co/zw3p6bxSs4

    — sonu sood (@SonuSood) December 30, 2022 " class="align-text-top noRightClick twitterSection" data=" ">
  • माँ को खोने से बड़ा दुख कोई नहीं. भगवान आपको इस दुख को सहने की शक्ति दे @narendramodi जी. ॐ शांति 🙏

    — Akshay Kumar (@akshaykumar) December 30, 2022 " class="align-text-top noRightClick twitterSection" data=" ">

ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟକୁ ରିଟ୍ବିଟ୍‌ କରି ଲେଖିଛନ୍ତି, 'ସମ୍ମାନିତ ମୋଦି ଜୀ, ମାଆ କୁଆଡେ ଯାଏ ନାହିଁ ବରଂ କିନ୍ତୁ ବେଳେବେଳେ ଭଗବାନଙ୍କ ପାଦତଳେ ଯାଇ ଏଥିପାଇଁ ବସିଯାଏ କାରଣ ତାଙ୍କ ପୁଅ ଅନ୍ୟମାନଙ୍କ ପାଇଁ ଆହୁରି ଭଲ କରିପାରୁ । ମାଆ ସର୍ବଦା ଆପଣଙ୍କ ସହିତ ଥିଲେ ଏବଂ ଆପଣଙ୍କ ସହିତ ରହିବେ ପ୍ରଧାନମନ୍ତ୍ରୀ ଜୀ । ଓମ୍‌ ଶାନ୍ତି। ' ସେହିପରି ଆହୁରି ଅନେକ ବଲିଉଡ ସେଲିବ୍ରିଟି ହୀରାବେନ ମୋଦିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.