ETV Bharat / entertainment

Children's Day 2022: ପିଲାଙ୍କ ସହ ଶିଶୁ ଦିବସ ପାଳିଲେ ବଲିଉଡ ସେଲିବ୍ରିଟି

author img

By

Published : Nov 14, 2022, 3:22 PM IST

ଶିଶୁ ଦିବସ ଅବସରରେ ବଲିଉଡ ଏବଂ ଦକ୍ଷିଣ ସିନେମା ତାରକା ନିଜର ଏବଂ ପିଲାମାନଙ୍କର ସୁନ୍ଦର ସୁନ୍ଦର ଫଟୋ ସେୟାର କରି ଏହି ବିଶେଷ ଦିନରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ପିଲାଙ୍କ ସହ ଶିଶୁ ଦିବସ ପାଳିଲେ ବଲିଉଡ ସେଲିବ୍ରିଟି

ହାଇଦ୍ରାବାଦ: ନଭେମ୍ବର ୧୪ ତାରିଖ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜୟନ୍ତୀ । ଏହି ଦିନକୁ ଶିଶୁ ଦିବସ ରୂପେ ସାରା ଦେଶରେ ପାଳନ କରାଯାଏ। ଦେଶର କୋଣ ଅନୁକୋଣରେ ଶିଶୁ ଦିବସ ଆନନ୍ଦର ସହ ପାଳନ ହୁଏ । ଏହି ଅବସରରେ ବଲିଉଡ ଏବଂ ଦକ୍ଷିଣ ସିନେମା ତାରକା ନିଜର ଏବଂ ପିଲାମାନଙ୍କର ସୁନ୍ଦର ସୁନ୍ଦର ଫଟୋ ସେୟାର କରି ଏହି ବିଶେଷ ଦିନରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କ୍ରିତି ସାନନ୍ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ପିଲାଦିନରୁ ନେଇ ବର୍ତ୍ତମାନର ଯାତ୍ରା ସମ୍ପର୍କରେ ଦେଖାଇଛନ୍ତି ।

ଶିଳ୍ପା ଶେଟ୍ଟୀ ତାଙ୍କ ପୁଅ ଏବଂ ଝିଅର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେମାନେ ମଜା କରୁଥିବା ଦେଖାଯାଉଛି।

କରୀନା କପୁର ଖାନଙ୍କ ନଣନ୍ଦ ସବା ପଟୌଦି ଖାନ ମଧ୍ୟ ପିଲାମାନଙ୍କ ଫଟୋ ସେୟାର କରି ଶିଶୁ ଦିବସର ଅଭିନନ୍ଦନ ଜଣାଇଛନ୍ତି।

କୁନାଲ ଖେମୁ ତାଙ୍କ ଝିଅ ସହିତ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଝିଅ ନେଲପଲିସ ଲଗାଉଥିବାର ଦେଖାଯାଇଛି ।

ଦକ୍ଷିଣ ଏବଂ ବଲିଉଡ ଅଭିନେତ୍ରୀ ସୋନାଲ ଚୌହାନ ବର୍ତ୍ତମାନ ତାଙ୍କର ସୁନ୍ଦର ଫଟୋ ସେୟାର କରିଛନ୍ତି ଏବଂ ପ୍ରଶଂସକମାନଙ୍କୁ ଶିଶୁ ଦିବସର ଅଭିନନ୍ଦନ ଜଣାଇଛନ୍ତି।

ଦକ୍ଷିଣର ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦନା ମଧ୍ୟ ଶିଶୁ ଦିବସ ଅବସରରେ ତାଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ।

ବଲିଉଡର ଡିମ୍ପଲ୍ ଗର୍ଲ ପ୍ରୀତି ଜିଣ୍ଟା ତାଙ୍କ ଯାଆଁଳା ଶିଶୁଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଶିଶୁ ଦିବସରେ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.