ETV Bharat / entertainment

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କୋରୋନା - Cannes Festival

ବଲିଉଡ ଅଭିନେତା ଅକ୍ଷୟ କୁମାର COVID-19 ସଂକ୍ରମିତ ଚିହ୍ନଟ । କାନ୍ସ ଫେଷ୍ଟିଭାଲରେ ଦେଇପାରିବେନି ଯୋଗ । ଅଧିକ ପଢନ୍ତୁ

ଅକ୍ଷୟ କୁମାରଙ୍କୁ କୋରୋନା, ଟ୍ବିଟ ଯୋଗେ ଦେଲେ ସୂଚନା

author img

By

Published : May 15, 2022, 6:14 AM IST

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କୋରୋନା । COVID-19 ସଂକ୍ରମିତ ଚିହ୍ନଟ ହୋଇଥିବା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଖିଲାଡି କୁମାର । ଫଳରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫେଷ୍ଟିଭାଲ 2022ରେ ଯୋଗ ସେ ଦେଇପାରିବେନି ବୋଲି ସୂଚନା ରହିଛି । ଅକ୍ଷର କୁମାର ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, "କାନ୍ସ 2022ରେ ଯୋଗଦେବାକୁ ବ୍ୟାକୁଳତାର ସହ ଅପେକ୍ଷା କରିଥିଲି, କିନ୍ତୁ ଦୁଃଖଦ ବିଷୟ କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଛି ।' କାନ୍ସ ଫେଷ୍ଟିଭାଲରେ ଯୋଗଦେବାକୁ ଯାଉଥିବା ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ।"

  • Was really looking forward to rooting for our cinema at the India Pavilion at #Cannes2022, but have sadly tested positive for Covid. Will rest it out. Loads of best wishes to you and your entire team, @ianuragthakur. Will really miss being there.

    — Akshay Kumar (@akshaykumar) May 14, 2022 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.