ETV Bharat / elections

ଇଭିଏମ୍‌ ତ୍ରୁଟି, ବିଳମ୍ବରେ ଆରମ୍ଭ ହେଲା ଭୋଟିଂ

ଜିଲ୍ଲାର ସଦର ସମଙ୍ଗ ପଞ୍ଚାୟତର 40 ନମ୍ବର ବୁଥ୍‌ରେ ଇଭିଏମ ତ୍ରୁଟି । ଫଳରେ ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଇଭିଏମ୍‌ ସଜଡାହେବା ପରେ ଦିନ 8ଟାରେ ଲୋକେ ମତଦାନ କରିଥିବା ଜଣାପଡିଛି ।

author img

By

Published : Apr 29, 2019, 9:35 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାର ସଦର ସମଙ୍ଗ ପଞ୍ଚାୟତର 40 ନମ୍ବର ବୁଥ୍‌ରେ ଇଭିଏମ୍ ତ୍ରୁଟି ଦେଖାଯିବାରୁ ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଇଭିଏମ୍‌ ସଜଡା ହେବା ପରେ ଦିନ 8ଟାରେ ଲୋକେ ମତଦାନ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଇଭିଏମ ଖରାପ କାରଣରୁ ସକାଳ 7ଟାରେ ଆରମ୍ଭ ହେବାକୁ ଥିବା ମତଦାନ ପାଖାପାଖି 1 ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ଇଭିଏମ ଖରାପ ଥିବା ଜାଣି ଭୋଟରମାନେ ଧୈର୍ଯ୍ୟର ସହ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.