ETV Bharat / elections

ଭୋଟ ଗଣତିକୁ ନିରପେକ୍ଷ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ - keonjhar

ଭୋଟ ଗଣତି ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏଥିପାଇଁ ସମସ୍ତ ଜିଲ୍ଲାରେ ଗଣତି ପାଇଁ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଉଛି । ସେହିପରି କେନ୍ଦୁଝରରେ ମଧ୍ୟ ଜିଲ୍ଲାପାଳଙ୍କ ଦରବାରରେ ଟ୍ରେନିଂ ଆରମ୍ଭ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର
author img

By

Published : May 15, 2019, 3:04 PM IST

କେନ୍ଦୁଝର: ଦେଶରେ ଆଉ ପାଞ୍ଚ ଦିନ ପରେ ସରିବ ସାଧାରଣ ନିର୍ବାଚନ ପକ୍ରିୟା । ଆସନ୍ତା ୨୩ ତାରିଖରେ 19 ନିର୍ଵାଚନର ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ଓଡ଼ିଶାରେ ଏକ ସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନର ଭୋଟ ଗଣତି ହେବ ।

ଏଥିପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟରେ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଇଥିଲା । ଏବେ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଟ୍ରେନିଂ ଆରମ୍ଭ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ତେବେ କେନ୍ଦୁଝର ଜିଲ୍ଲାପାଳଙ୍କ ଦରବାର ହଲ ଠାରେ ଭୋଟ ଗଣତିକୁ ମୁକ୍ତ ନିରପେକ୍ଷ କରିବା ପାଇଁ ଟ୍ରେନିଂ ଆରମ୍ଭ ପୂର୍ବରୁ ଏକ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନେଇ ଏକ ଓରିଏଣ୍ଟେସନ କରାଯିବା ସହ ଇଭିଏମ ଗଣତି ପାଇଁ ଟ୍ରେନିଂ ଦିଆଯାଇଛି ।

ତେବେ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହି ଟ୍ରେନିଂ ନେବେ । ଗତକାଲି ଠାରୁ ଅର୍ଥାତ ମେ 16ରୁ ଭୋଟ ଗଣତିର ଟ୍ରେନିଂ ଆରମ୍ଭ କରାଯିବ । କେନ୍ଦୁଝର ଜିଲ୍ଲାରେ ତିନୋଟି ସବଜିଭିଜନରେ ଭୋଟ ଗଣତି ହେବ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ- ଭୋଟ ଗଣତି କୁ ନିରପେକ୍ଷ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି
ଆଙ୍କର- ଦେଶରେ ଆଉ ପାଞ୍ଚ ଦିନପରେ ସରିବ ସାଧାରଣ ନିର୍ବାଚନ ପକ୍ରିୟା । ଆସନ୍ତା ୨୩ ତାରିଖରେ ଏହି ନିର୍ଵାଚନର ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ଓଡ଼ିଶାରେ ଏକ ସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନର ଗଣତି ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମୁର୍ଣ ପ୍ରସ୍ତୁତି ଆରମ୍ଭ କରାଯାଇଛି। ରାଜ୍ୟରେ ଦୁଇ ଦିନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଟ୍ରେନିଂ ସରିବା ପରେ ଜିଲ୍ଲା ମୁଖ୍ୟାଳୟରେ ଟ୍ରେନିଂ ଆରମ୍ଭ କରାଯାଇଛି । ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ ଦରବାର ହଲ ଠାରେ ଭୋଟ ଗଣତିକୁ ମୁକ୍ତ ଓ ନିରପେକ୍ଷ କରିବାପାଇଁ ଟ୍ରେନିଂ ଆରମ୍ଭ ହୋଇଛି।  ଏହି ଟ୍ରେନିଂ ରେ ଜିଲାର ସମସ୍ତ ଅଧିକାରୀ ଉପସ୍ଥିତ ରହି ଟ୍ରେନିଂ ନେଇଥିଲେ । ପ୍ରକାଶ ଯେ କେନ୍ଦୁଝର ଜିଲ୍ଲାରେ ତିନୋଟି ସବଡିଭିଜନରେ ଭୋଟ ଗଣତି ହେବ।

ବାଇଟ- ଆଶିଷ ଠାକରେ( ଜିଲ୍ଲାପାଳ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.