ETV Bharat / elections

ଭୋଟ ଦେଇ ଜନ ପ୍ରତିନିଧି ବାଛୁଛନ୍ତି ଲୋକେ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି ୯ ପ୍ରାର୍ଥୀ । ଏପଟେ ଭୋଟ ଦେଇ ଜନ ପ୍ରତିନିଧି ବାଛୁଛନ୍ତି ଲୋକେ ।

author img

By

Published : Apr 29, 2019, 4:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଚାଲିଛି ଅନ୍ତିମ ପର୍ଯ୍ୟାୟ ମହାସମର । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଭୋଟର । ବେଶ ଉତ୍ସାହର ସହିତ ଭୋଟ ଦେଉଛନ୍ତି ରାଇରଙ୍ଗପୁରବାସୀ । ସକାଳ ପହରୁ ଲମ୍ବା ଲାଇନରେ ଆସି ବହୁ ମୂଲ୍ୟ ଭୋଟ ଦେଇ ନିଜର ଜନ ପ୍ରତିନିଧିଙ୍କୁ ବାଛୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଏନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୨୫୩ ଓ ୨୫୪ ନଂ ବୁଥ ବାଦାମୀବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଛି ଭୋଟର ଭାଇ ଓ ଭଉଣୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଗଣତନ୍ତ୍ର ର ମହାନ ପର୍ବ ରେ ସାମିଲ ହୋଇଛନ୍ତି ଭୋଟର। ବେଶ୍ ଉତ୍ସାହ ସହିତ ଭୋଟ ଦେଉଛନ୍ତି ରାଇରଙ୍ଗପୁର ବାସୀ।ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଭୋଟର ମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଭୋଟର ମାନେ ନିଜ ନିଜର ବହୁମୂଲ୍ୟ ଭୋଟ ଦେଇ ନିଜ ଜନ ପ୍ରତିନିଧି ଙ୍କୁ ବାଛୁଛନ୍ତି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ୨୫୩ ଓ ୨୫୪ ନଂ ବୁଥ ବାଦାମୀବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କିଛି ଭୋଟର ଭାଇ ଓ ଭଉଣୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି ସଞ୍ଜୟ କୁମାର ପରିଡା।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.