ETV Bharat / elections

ତୃତୀୟ ପର୍ଯ୍ୟାୟ ମତଦାନ, ବୁଥରେ ପହଞ୍ଚିଲେ ପୋଲିଂପାର୍ଟି

ଦୁଇ ଦିନ ପରେ ତୃତୀୟ ପର୍ଯ୍ୟାୟ ମତଦାନ ଥିବାବେଳେ ଜିଲ୍ଲାର ବିଭିନ୍ନ ବୁଥକୁ ପୋଲିଂ କର୍ମୀମାନଙ୍କୁ ପଠାଇବା ପାଇଁ କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂ ସ୍କୁଲରେ ବ୍ୟବସ୍ଥା କରାଯାଇଛି ।

author img

By

Published : Apr 21, 2019, 5:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

କେନ୍ଦୁଝର: ଆଉ ମାତ୍ର ଦୁଇ ଦିନ ପରେ ତୃତୀୟ ପର୍ଯ୍ୟାୟ ମତଦାନ । ତେଣୁ ଏହି ନିର୍ଵାଚନକୁ ସୁରୁଖୁରୁରେ ସାରିବାକୁ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି । ଏପଟେ ଆଉ ଦୁଇ ଦିନ ପରେ ତୃତୀୟ ପର୍ଯ୍ୟାୟ ମତଦାନ ଥିବାବେଳେ ଜିଲ୍ଲାର ବିଭିନ୍ନ ବୁଥକୁ ପୋଲିଂ କର୍ମୀମାନଙ୍କୁ ପଠାଇବା ପାଇଁ ମାଇନିଂ ଇଞ୍ଜିନିୟରିଂ ସ୍କୁଲରେ ବ୍ୟବସ୍ଥା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ସୂଚନା ଅନୁଯାୟୀ, ମତଦାନ ପୂର୍ବରୁ ବିଭିନ୍ନ ସ୍ଥାନରେ ବୁଥ ଅଫିସରମାନଙ୍କୁ ଟ୍ରେନିଂ ଦିଆସରିଛି । ଏଥିସହ ରବିବାର ସମସ୍ତ ପୋଲିଂ ଅଫିସର ଭିଭିପାଟ୍ ମେସିନ ସହ ବିଭିନ୍ନ ସରଞ୍ଜାମ ନେବାପରେ ସେମାନଙ୍କୁ ସୁରୁଖୁରୁରେ ପୋଲିଂ ଷ୍ଟେସନରେ ପହଞ୍ଚା ଯାଇଛି । ତେବେ ପୋଲିଂ ଅଫିସରମାନଙ୍କୁ ବୁଥ୍ ମାନଙ୍କରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଗାଡି ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.