ETV Bharat / elections

ପ୍ରଶାସନର ନିର୍ବାଚନ ପରିଚାଳନାକୁ ନେଇ ଅସନ୍ତୋଷ - problem

ଜଗତସିଂହପୁର ଜିଲ୍ଲାରେ ପ୍ରଶାସନର ନିର୍ବାଚନ ପରିଚାଳନାକୁ ନେଇ ଦେଖାଦେଇଛି ଅସନ୍ତୋଷ । ପୋଲିଂ ପାର୍ଟିକୁ ପାନୀୟ ଜଳ ଓ ଖାଦ୍ୟ ଯୋଗାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଜଗସିଂହପୁର
author img

By

Published : Apr 28, 2019, 11:48 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରଶାସନର ନିର୍ବାଚନ ପରିଚାଳନାକୁ ନେଇ ଦେଖାଦେଇଛି ଅସନ୍ତୋଷ । ପୋଲିଂ ପାର୍ଟି ପାନୀୟ ଜଳ ଓ ଖାଦ୍ୟ ଯୋଗାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏବେ ଗାଡି ରିକ୍ୟୁଏସନ୍କୁ ନେଇ ଗାଡି ମାଲିକ ଓ ଡ୍ରାଇଭରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଜଗସିଂହପୁର

ଗାଡି ମାଲିକମାନଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲା ପରିବହନ ଅଧିକାରୀ ପୋଲିସ୍ ସହାୟତାରେ ୨ଦିନ ପୁର୍ବରୁ ଗାଡିଗୁଡିକୁ କଲେଜ ପଡିଆକୁ ଆଣି ରଖିବା ସହ ଡ୍ରାଇଭରଙ୍କ ଲାଇସେନସକୁ ନେଇଯାଇଥିଲେ। ଏଥିସହ ସେମାନେ ଦିର୍ଘ ୨ ଦିନ ହେବ ଅଖିଆ ଅପିଆରେ ପଡିଥିଲେ ମଧ୍ୟ କେହି ସୁଣୁ ନଥିବା ଅଭିଯୋଗ କରିଛନ୍ତି।

ଏହାଛଡା ଜିଲ୍ଲା ପରିବହନ ଅଧିକାରୀ କେତେକ ଘରୋଇ ପ୍ରେଟୋଲ ଗାଡିକୁ ଜୋର କରି ରିକ୍ୟୁଏସନ୍ କରିଥିବା ଆଭିଯୋଗ କରିଛନ୍ତି। ଏ ନେଇ ‘ଇଟିଭି ଭାରତ’ ପ୍ରତିନିଧି ଜିଲାପାଳ ଓ ଆରଟିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.