ETV Bharat / elections

ଗଜପତି ମାରାଥନ ପ୍ରଚାର ଅଭିଯାନରେ ମୁଖ୍ୟମନ୍ତ୍ରୀ - CM Naveen Pattnaik

ରବିବାର ଅପରାହ୍ନ 2.10ରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ମକାପଦାଠାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ଦିନିକିଆ ଗସ୍ତରେ ଆସି ମାରାଥନ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ ପଟ୍ଟନାୟକ।

ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Apr 7, 2019, 2:23 PM IST

ଗଜପତି: ଆରମ୍ଭ ହେଲା ହାଇଭୋଲ୍ଟେଜ ନେତାଙ୍କ ହାଇଭୋଲ୍ଟେଜ ପ୍ରଚାର ଅଭିଯାନ। ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ଅଭିଯାନରେ ବ୍ୟସ୍ତ। ତେବେ ଗଜପତି ଜିଲ୍ଲାରେ ଦିନିକିଆ ଗସ୍ତରେ ଆସି ମାରାଥନ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ ପଟ୍ଟନାୟକ । ରବିବାର ଅପରାହ୍ନ 2.10ରେ ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ମକାପଦାଠାରେ ପହଞ୍ଚିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏହାପରେ ଅପରାହ୍ନ 3.10ରେ ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମରେ ପହଞ୍ଚି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାସହ ପାରଳାଖେମୁଣ୍ଡିରେ ଏକ ରୋଡ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କୌଣସି ଅସ୍ୱାଭିକ ପରିସ୍ଥିତ ନଉପୁଜେ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଏସପି ଶାରା ସର୍ମା କହିଛନ୍ତି। ଏଥିପାଇଁ 12 ପ୍ଲାଟୁନ ଫୋର୍ସ ସହ ବହୁ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟ, ଇଟିଭି ଭାରତ

Intro:Body:

lasklkla

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.