ETV Bharat / elections

ଭୋଟ୍‌କୁ ନେଇ ଉତ୍ସାହିତ ନୂଆ ଭୋଟର - ଉତ୍ସାହିତ

ଝାରସୁଗୁଡାରେ ପ୍ରଥମଥର ପାଇଁ ଭୋଟ ଦେଉଥିବା କିଛି ଭୋଟର୍‌ଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Apr 18, 2019, 10:44 AM IST

ଝାରସୁଗୁଡା: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ଚଳଚଞ୍ଚଳ ହୋଇଉଠିଛି। ଚଳିତ ଥର ରାଜ୍ୟର 5ଟି ଲୋକସଭା ଓ 35ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର୍ । ପାଞ୍ଚ ବର୍ଷକୁ ଥରେ ଦେଶରେ ନିର୍ବାଚନ ହେଉଥିବା ବେଳେ ପ୍ରତ୍ୟେକ ଥର କିଛି ନୂଆ ଭୋଟର୍‌ ସାମିଲ ହୋଇଥାନ୍ତି । ପ୍ରଥର ଥର ଭୋଟ୍ ଦେଉଥିବା କିଛି ନୂଆ ଭୋଟରଙ୍କ ସହ ଆଲୋଚନା କରିଥିଲେ ଆମ ଝାରସୁଗୁଡା ପ୍ରତିନିଧି । ଚାଲନ୍ତୁ ଜାଣିବା ପ୍ରଥର ଥର ଭୋଟ୍ ଦେବାକୁ ନେଇ କଣ ରହିଛି ପ୍ରତିକ୍ରିୟା...

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.