ETV Bharat / elections

ଇଭିଏମରେ ତ୍ରୁଟି କାରଣରୁ ସାନି ମତଦାନ ଦାବି

author img

By

Published : Apr 29, 2019, 3:06 PM IST

ଇଭିଏମରେ ତ୍ରୁଟି କାରଣରୁ ଜିଲ୍ଲା ଯଶୀପୁର ନିର୍ବାଚନ ମଣ୍ଡଳୀର ତେଣ୍ଟପୋଷି ଗ୍ରାମ ୧୪୫ ନଂ ବୁଥରେ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଚିନ୍ତା ବଢାଉଛି ଇଭିଏମ୍ । ଇଭିଏମରେ ତ୍ରୁଟି ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭୋଟର । ସେହିପରି ଇଭିଏମରେ ତ୍ରୁଟି କାରଣରୁ ଜିଲ୍ଲା ଯଶୀପୁର ନିର୍ବାଚନ ମଣ୍ଡଳୀର ତେଣ୍ଟପୋଷି ଗ୍ରାମ ୧୪୫ ନଂ ବୁଥରେ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ତେବେ ସେଠାରେ ଗୋଟିଏ ମେସିନ ଅଚଳ ହେବାରୁ ଅନ୍ୟ ଏକ ମେସିନ ଆସିଥିଲା । କିନ୍ତୁ ସେଥିରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବର୍ତ୍ତମାନ ସୁଦ୍ଧା ଭୋଟ ଗ୍ରହଣ ହୋଇପାରିନାହିଁ। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ପ୍ରକାଶ ପାଇଛି ।

ଇଭିଏମରେ ତ୍ରୁଟି କାରଣରୁ ସେଠାରେ ସାନି ମତଦାନ ପାଇଁ ଦାବି କରିଛନ୍ତି ଭୋଟର ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.