ETV Bharat / elections

କୋରାପୁଟରେ ବି ଇଭିଏମ ଅଚଳ - କୋରାପୁଟ

ମାଲକାନଗିରି, ନୂଆପଡା ପରେ ଏବେ କୋରାପୁଟରେ ମଧ୍ୟ ଇଭିଏମ ଅଚଳ ହୋଇଥିବା ନେଇ ସୂଚନା ମିଳିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇଭିଏମ ଅଚଳ ହୋଇଥିବା କାରଣରୁ ସେଠାରେ ମତଦାନ ଆରମ୍ଭ ହୋଇ ପାରିନଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
author img

By

Published : Apr 11, 2019, 8:49 AM IST

Updated : Apr 11, 2019, 10:35 AM IST

କୋରାପୁଟ: ଆରମ୍ଭରୁ ରାଜ୍ୟରେ ଚାଲିଥିବା ମତଦାନରେ ବିଭ୍ରାଟ। ମାଲକାନଗିରି, ନୂଆପଡା ପରେ ଏବେ କୋରାପୁଟରେ ମଧ୍ୟ ଇଭିଏମ ଅଚଳ ହୋଇଥିବା ନେଇ ସୂଚନା ମିଳିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

କୋରାପୁଟର ସହରରେ ବାଳିକା ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ପୋଲିସ ଉଚ୍ଚ ବିଦ୍ୟାଳୟ, ଜେଇଏଲସି ଉଚ୍ଚ ବିଦ୍ୟାଳୟ ଓ ରେଳବାଇ କଲୋନୀରେ ହୋଇଥିବା ବୁଥରେ ଇଭିଏମ ମେସିନ ଅଚଳ ହୋଇଥିବା ନେଇ ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇଭିଏମ ଅଚଳ ହୋଇଥିବା କାରଣରୁ ସେଠାରେ ମତଦାନ ଆରମ୍ଭ ହୋଇ ପାରିନଥିବା ଜଣାପଡ଼ିଛି।

ତେବେ ସେକ୍ଟର ଅଫିସରମାନେ ବୁଲି ବୁଲି ଖରାପ ହୋଇ ପଡିଥିବା ମେସିନ ଗୁଡିକୁ ମରାମତି ତଥା ନୂତନ ମେସିନ ଯୋଗାଇବାକୁ ଚେଷ୍ଟା କରିଥିଲେ ହେଁ ସକାଳ ଆଠଟା ପର୍ଯ୍ୟନ୍ତ ପୋଲିଂ ଆରମ୍ଭ ହୋଇପାରି ନଥିବା ଯୋଗୁଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

aslkjalks

Conclusion:
Last Updated : Apr 11, 2019, 10:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.