ETV Bharat / elections

ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ପ୍ରାକ ନିର୍ବାଚନୀ ହିଂସା

ସମ୍ଵଲପୁର ଶାସନ ଥାନା ଅଞ୍ଚଳର ପରମାନପୁରର ଗୌଡ଼ପଡାରେ ଦେଖା ଦେଇଛି ପ୍ରାକ ନିର୍ବାଚନୀ ହିଂସା। ଏହି ଘଟଣାରେ ପୋଲିସ ଉଭୟ ପକ୍ଷର 6 ଜଣକୁ ଅଟକ ରଖିଥିବାର ସମ୍ଵଲପୁର ସଦର ଏସଡିପିଓ ସୂଚନା ଦେଇଛନ୍ତି।

author img

By

Published : Apr 23, 2019, 12:12 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ଵଲପୁର: ସମ୍ଵଲପୁର ଶାସନ ଥାନା ଅଞ୍ଚଳର ପରମାନପୁରର ଗୌଡ଼ପଡାରେ ଦେଖା ଦେଇଛି ପ୍ରାକ ନିର୍ବାଚନୀ ହିଂସା। ସୋମବାର ସନ୍ଧ୍ୟାରେ ପରମାନପୁରର ଗୌଡ଼ପଡାରେ ଦୁଇଟି ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ପୋଲିସ ଉଭୟ ପକ୍ଷର 6 ଜଣକୁ ଅଟକ ରଖିଥିବାର ସମ୍ଵଲପୁର ସଦର ଏସଡିପିଓ ସୂଚନା ଦେଇଛନ୍ତି।

ତେଵେ ଟଙ୍କା ବଣ୍ଟନକୁ ନେଇ ଗଣ୍ଡଗୋଳ ହୋଇଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପୋଲିସ ଏହାକୁ ଖଣ୍ଡନ କରିଛି।

ସମ୍ବଲପୁରରୁ ବାଦଶାହା ଜୁସମନ ରାଣା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.