ETV Bharat / elections

ଜାତୀୟ ଦଳର ଫୋକସରେ ଓଡିଶା: 6ରେ ଯୋଗୀ, 9ରେ ରାହୁଲ - rahul gandhi

ଓଡିଶା ଦଖଲ ପାଇଁ ଜାତୀୟ ଦଳଙ୍କ ପ୍ରୟାସ। ରାଜ୍ୟ ସହ ଦେଶରେ ରାଜ୍‌ କରିବା ଲାଗି ବିଜେପି ଓ କଂଗ୍ରେସର ଫୋକସରେ ଓଡିଶା ଭୋଟର।

ଡିଜାଇନ ଫଟୋ
author img

By

Published : Apr 5, 2019, 12:53 PM IST

Updated : Apr 5, 2019, 3:18 PM IST

ଭୁବନେଶ୍ବର: ଓଡିଶା ଦଖଲ ପାଇଁ ଜାତୀୟ ଦଳଙ୍କ ପ୍ରୟାସ। ରାଜ୍ୟ ସହ ଦେଶରେ ରାଜ୍‌ କରିବା ଲାଗି ବିଜେପି ଓ କଂଗ୍ରେସର ଫୋକସରେ ଓଡିଶା ଭୋଟର। ରାଜ୍ୟକୁ ଦଖଲ କରିବା ଲାଗି ଉଭୟ ଜାତୀୟ ଦଳ ନେତୃବୃନ୍ଦ କସରତ କରୁଥିବା ଦେଖିବାକୁ ମିଳୁଛି।

ଘନ ଘନ ଓଡିଶା ଗସ୍ତ କରି ପ୍ରଚାରରେ ଲାଗିଛନ୍ତି ଦୁଇ ଦଳର ନେତା । ପୂର୍ବରୁ ବିଜେପିର ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା ଆସି ପ୍ରଚାର କରିଥିବାବେଳେ ଆସନ୍ତାକାଲି ତଥା ଏପ୍ରିଲ 6 ତାରିଖରେ ଓଡିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବରୁ ଆସିଥିଲେ ମଧ୍ୟ ଏପ୍ରିଲ 9 ତାରିଖରେ ପୁଣି ଓଡିଶା ଗସ୍ତରେ ଆସି ପ୍ରଚାର କରିବେ ବୋଲି ଜଣାପଡିଛି।

ତେବେ ଯୋଗୀ ବ୍ରହ୍ମପୁରରେ ହେବାକୁଥିବା ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବାକୁ ଥିବାବେଳେ ରାହୁଲ ଦକ୍ଷିଣ ଓଡିଶାରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

Intro:Body:Conclusion:
Last Updated : Apr 5, 2019, 3:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.