ETV Bharat / elections

ବରଗଡକୁ ଦୁର୍ନୀତି ମୁକ୍ତ କରିବା ମୋର ଲକ୍ଷ୍ୟ: ଦେବେଶ ଆଚାର୍ଯ୍ୟ

author img

By

Published : Apr 13, 2019, 10:39 PM IST

ଚଳିତ ସାଧାରଣ ନିର୍ବାଚନରେ ବରଗଡ ବିଧାନସଭାରେ ବିଜେଡି ଦଳ ପକ୍ଷରୁ ପୁଣିଥରେ ଟିକେଟ ପାଇ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହଲ୍ଲାଇଛନ୍ତି ଦେବେଶ ଆଚାର୍ଯ୍ୟ | ଦେବେଶ ଆଚାର୍ଯ୍ୟଙ୍କୁ ଲୋକେ ପୁଣିଥରେ ବିଜୟୀ କଲେ ସେ ଅଞ୍ଚଳର ଚାଷ ଓ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବେ।

ଫଟୋ ସୌଜନ୍ଯ: ସମ୍ବାଦଦାତା,ବରଗଡ

ବରଗଡ: ଚଳିତ ସାଧାରଣ ନିର୍ବାଚନରେ ବରଗଡ ବିଧାନସଭାରେ ବିଜେଡି ଦଳ ପକ୍ଷରୁ ପୁଣିଥରେ ଟିକେଟ ପାଇ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଦେବେଶ ଆଚାର୍ଯ୍ୟ। ତେବେ ଚଳିତ ନିର୍ବାଚନରେ ସେ ଜିତିଲେ ବରଗଡ ବିଧାନସଭା ପାଇଁ କଣ ଯୋଜନା କରିଛନ୍ତି ଓ କେଉଁ ସମସ୍ୟା ଉପରେ ମୁଖ୍ୟତଃ ଗୁରୁତ୍ଵ ଦେବେ, ସେ ନେଇ ସେ ‘ଇଟିଭି ଭାରତ’ ପକ୍ଷରୁ ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ଜଣାଇଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା,ବରଗଡ

ତେବେ ଦେବେଶ ଆଚାର୍ଯ୍ୟଙ୍କୁ ଲୋକେ ପୁଣିଥରେ ବିଜୟୀ କଲେ ସେ ଅଞ୍ଚଳର ଚାଷ ଓ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଚାଷ ପାଇଁ ଜଳସେଚନର ବ୍ୟବସ୍ଥା କରିବେ । ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଆହୁରି ଉନ୍ନତି ସହ ନୂତନ ବିକାଶ ମୂଳକ କାର୍ଯ୍ୟ କରିବା । ଏହାଛଡା ସେ ବରଗଡକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଗୁରୁତ୍ଵ ଦେବେ ବୋଲି କହିଥିଲେ |

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.