ETV Bharat / elections

କାକଟପୁରରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ

କାକଟପୁରରେ ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ ଅଭିଯୋଗ । କର୍ମୀ ସମ୍ମିଳନୀ ସାରି ଫେରୁଥିବା ସମୟରେ ଆକ୍ରମଣ ହୋଇଥିବା ସୂଚନା ।

author img

By

Published : Apr 26, 2019, 9:36 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: କାକଟପୁରରେ ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ ଅଭିଯୋଗ । କର୍ମୀ ସମ୍ମିଳନୀ ସାରି ଫେରୁଥିବା ସମୟରେ ଆକ୍ରମଣ ହୋଇଥିବା ସୂଚନା। କାକଟପୁର ଥାନାରେ ଅଭିଯୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ, ଗତକାଲି ରାତିରେ କର୍ମୀ ସମ୍ମିଳନୀ ସାରି ଫେରିବା ସମୟରେ ଶ୍ରୀରାମପୁର ଗ୍ରାମରେ ତାଙ୍କୁ ଆକ୍ରମଣ ହୋଇଥିଲା । ତେବେ ଖବର ପାଇ କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ରବି ମଲ୍ଲିକଙ୍କୁ ଉଦ୍ଧାର କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ପୁରୀ: କାକଟପୁରରେ ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ ଅଭିଯୋଗ । କର୍ମୀ ସମ୍ମିଳନୀ ସାରି ଫେରୁଥିବା ସମୟରେ ଆକ୍ରମଣ ହୋଇଥିବା ସୂଚନା। କାକଟପୁର ଥାନାରେ ଅଭିଯୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ, ଗତକାଲି ରାତିରେ କର୍ମୀ ସମ୍ମିଳନୀ ସାରି ଫେରିବା ସମୟରେ ଶ୍ରୀରାମପୁର ଗ୍ରାମରେ ତାଙ୍କୁ ଆକ୍ରମଣ ହୋଇଥିଲା । ତେବେ ଖବର ପାଇ କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ରବି ମଲ୍ଲିକଙ୍କୁ ଉଦ୍ଧାର କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ


ବାଲଟ ବସ୍କ କୁ ସୁରକ୍ଷା , କଣ୍ଟ୍ରୋଲ ରୁମ୍ କୁ ଜଗିବେ କେନ୍ଦ୍ରୀୟ ଆର୍ମ୍ ଫୋର୍ସ 

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ। ସମସ୍ତ ବୁଥ କେନ୍ଦ୍ର ରୁ ବିଜେବି କଲେଜରେ ଅଣୀ ସମସ୍ତ ଭୋଟ ମେସିନ ରଖାଯାଇଛି। ସୁରକ୍ଷା କଡ଼ାକଡ଼ି ରହିଥିବା ବେଳେ କୌଣସି ସାଧାରଣ ଲୋକଙ୍କୁ ଏହା ଭିତରକୁ ଏଣ୍ଟ୍ରି କରା ଯିବ ନାହିଁ। ଭୋଟ ମେସିନ ରହିଥିବା କଣ୍ଟ୍ରୋଲ ରୁମ୍ କୁ କେନ୍ଦ୍ରୀୟ ଆର୍ମ ପୋଲିସ ଫୋର୍ସ ନିୟୋଜିତ ହେଉଛନ୍ତି। ସଂପୂର୍ଣ୍ଣ ରୂପ ବିଜେବି କଲେଜରେ ତ୍ରୀ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସରିଲା ନିର୍ବାଚନ। ଏବେ ବାଲଟ ବସ୍କ୍ ର ସୁରକ୍ଷା କୁ ନେଇ ଚିନ୍ତା। ଲୋକସଭା ଓ ବିଧାନସଭା ପାଇଁ ଅଲଗା ଅଲଗା ରୁମ୍ ରଖାଯାଇଛି। ଭୁବନେଶ୍ୱର ର ୫ ଟି ନିର୍ବାଚନ ମଣ୍ଡଳୀରୁ ସମସ୍ତ ବୁଥ ରୁ ଅଭିଏମ୍, ଭିଭିପାଟ ମେସିନ ବିଜେବି କଲେଜରେ ରଖାଯାଇଛି। ସମସ୍ତ ରୁମ୍ ରେ ସିସିଟିଭି କ୍ୟାମେରା ରହିଥିବା ବେଳେ କେନ୍ଦ୍ରୀୟ ଆର୍ମ୍ ପୋଲିସ ଫୋର୍ସ, ଓଡ଼ିଶା ଅାର୍ମ ପୋଲିସ ଫୋର୍ସ ନିଯ୍ୟୋଜିତ୍ ହୋଇଛନ୍ତI।  ଫାୟର ନିୟନ୍ତ୍ରଣ ପାଇଁ ସମସ୍ତ ସୁବିଧା କରାଯାଇଛି । ମୋଟା ମୋଟି ଭାବରେ କହିବାକୁ ଗଲେ ସମସ୍ତ ରୁମ୍ ରେ ସୁରକ୍ଷା କୁ କଡ଼ାକଡ଼ି କରିବା ସହ ବାହାର ଲୋକଙ୍କୁ ଭିତରକୁ ପ୍ରବେଶ ନିଷେଧ କରାଯାଇଛି ବୋଲି ଉପ୍ ଜିଲ୍ଲାପାଳ ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି।

ଏହାକୁ ନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ନିର୍ବାଚନ କମିଶନରଙ୍କ ଗାଇଡ ଲାଇନ ଅନୁଯାୟୀ ତ୍ରୀ ସ୍ଥାରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ସମ୍ପୂର୍ଣ୍ଣ ରୂପେ ବିଜେବି କଲେଜ କୁ ସୁରକ୍ଷା ବଳୟ ଭିତରେ ରହିଛି। ବାହାର ପାଖ ରେ ଓଡ଼ିଶା ପୋଲିସ ରହିବା ସହ ଷ୍ଟ୍ରଙ୍ଗ ରୁମ କୁ ଜଗିବେ କେନ୍ଦ୍ରୀୟ ଆର୍ମ ପୋଲିସ ଫୋର୍ସ। ସିସିଟିଭି ଦ୍ଵାରା ସମ୍ପୂର୍ଣ୍ଣ ରୂପେ ସମସ୍ତ ସୁରକ୍ଷା କୁ ନଜର ରଖିବା ସହ କୌଣସି ଲୋକମାନଙ୍କୁ ଭିତରକୁ ପ୍ରବେଶ କରାଯିବ ନାହିଁ। ଏହି ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ସୁରକ୍ଷା ଦିଆଯିବ। ରାତି ସମୟରେ ସେହି ପାଖ ରେ ସ୍ଥାନୀୟ ପୋଲିସ ପେଟ୍ରୋଲିନଂ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।

Byte - ଶୁଭେନ୍ଦୁ ସାହୁ, ଉପ ଜିଲ୍ଲାପାଳ।
Byte- ସତ୍ୟଜିତ ମହାନ୍ତି, ପୋଲିସ କମିଶନର।
Visual and byte send mojo।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.