ETV Bharat / elections

ସ୍ନେହାଙ୍ଗିନୀଙ୍କ ହାତରେ ଭାତ ହାଣ୍ଡି

ଲୋକସଭା ଆସନରେ ବିଜେପି ବିପୁଳି ମାତ୍ରାରେ ଜୟଯୁକ୍ତ ହୋଇଥିଲେ ସୁଦ୍ଧା 5ଟି ବିଧାନସଭା ଆସନକୁ ଅକ୍ତିଆର କରିଛନ୍ତି ବିଜେଡି ପ୍ରାର୍ଥୀମାନେ । ତେବେ ଅତାବିରା ବିଧାନସଭା ଆସନରୁ ବିଜେଡି ବିଧାୟିକା ତଥା ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ୨୩ ହଜାର ୨୩୩ ଖଣ୍ଡ ଭୋଟରେ ପୁଣି ଥରେ ବିଜୟୀ ହୋଇ ଅତାବିରା ଆସନକୁ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି |

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 24, 2019, 9:23 PM IST

ବରଗଡ: ୨୦୧୯ ନିର୍ବାଚନରେ ବରଗଡ ଜିଲ୍ଲାରେ ରହିଥିବା ପାଞ୍ଚଟି ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି | ବରଗଡର ଅତାବିରା ଓଡିଶାର ଭାତ ହାଣ୍ଡି ନାଁରେ ପରିଚିତ । ଏଠାରେ ଚାଷୀପରିବାର ପୁଣି ବିଜେଡି ଦଳର ସ୍ନେହଙ୍ଗିନୀ ଛୁରିଆଙ୍କୁ ଭୋଟ ଦେଇ ବିଜୟୀ କରାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଅତାବିରା ବିଧାନସଭାର ୨୫୨ଟି ବୁଥରୁ କଂଗ୍ରେସ ଦଳର ନୀହାର ମହାନନ୍ଦ ୨୦୯୮୩ ଭୋଟ ଅକ୍ତିଆର କରିଥିବା ବେଳେ , ବିଜେପି ଦଳର ମିଲନ ସେଠ ୫୮୭୮୦ ଭୋଟ ଓ ବିଜେଡି ଦଳର ସ୍ନେହାଙ୍ଗିନୀ ଛୁରିଆ ସର୍ବାଧିକ ୮୨୦୧୩ ଭୋଟ ଅକ୍ତିଆର କରି ବିଜୟୀ ହୋଇଛନ୍ତି |

ଏହା ମଧ୍ୟ ପଢନ୍ତୁ:ଅସୁସ୍ଥତା ମଧ୍ୟରେ ବାଜି ମାରିଲେ ସୁଶାନ୍ତ ସିଂହ

ତେବେ ଏହି ଅଞ୍ଚଳର ଲୋକେ ଶ୍ରୀମତୀ ଛୁରିଆ ଙ୍କ ଉପରେ ପୁଣିଥରେ ଆସ୍ଥା ରାଖୀ ବିଜୟୀ କରିଥିବାରୁ ସମସ୍ତ ଅତାବିରା ଭୋଟରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥସହ ଚାଷୀ ଅଞ୍ଚଳ ହୋଇଥିବାରୁ ଚାଷୀଙ୍କ ଉନ୍ନତି ପାଇଁ ଯଥା ସମ୍ଭବ କାମ କରିବେ ବୋଲି ସେ କହିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||
୨୦୧୯ ନିର୍ବାଚନରେ ବରଗଡ ଜିଲ୍ଲାରେ ରହିଥିବା ପାଞ୍ଚଟି ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି | ମୋଦୀ ଇଫେକ୍ଟ ଯୋଗୁଁ  ବରଗଡ ଲୋକସଭା ଆସନରେ ବିଜେପି ବିପୁଳ ମାତ୍ରାରେ ଭୋଟ ହାତେଇ ଏହି ଆସନକୁ ଅକ୍ତିଆର କରିବାରେ ସଫଳ ହୋଇପାରିଥିଲେ ମଧ୍ୟ ମୋଦୀ ଲହର କାମ ଦେଲାନାହି ବରଗଡ ବିଧାନସଭା ଗୁଡିକରେ ଏବଂ ସମସ୍ତ ବିଧାନସଭା ଗୁଡିକରେ ବିଜେଡି ବାଜି ମାରିଛି | ତେବେ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଠାରେ ପୂର୍ବରୁ ରହିଥିବା ବିଜେଡି ବିଧାୟିକା ତଥା ବୟନଶିଳ୍ପ ମନ୍ତ୍ରୀ ସ୍ନେହଙ୍ଗିନୀ ଛୁରିଆ ୨୩ ହଜାର ୨୩୩ ଖଣ୍ଡ ଭୋଟରେ ପୁଣି ଥରେ ବିଜୟୀ ହୋଇ ଅତାବିରା ଆସନକୁ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି |
   ସାରା ରାଜ୍ୟରେ ମୋଦୀ ଲହର ଯୋଗୁଁ କେଉଁ ଆସନରେ କିଏ ବାଜିମାତ କରିବ ତାହା ଆକଳନ କରିବା କଷ୍ଟକର ହୋଇପଡିଥିବା ବେଳେ ଲୋକେ ନିଜ ମନପସନ୍ଦ ନେତାଙ୍କୁ ବିଜୟୀ କରିଦେଇଛନ୍ତି | ଅତାବିରା ବିଧାନସଭା ଓଡିଶାର ଭାତ ହାଣ୍ଡି ହୋଇଥିବା ବେଳେ ଏଠାରେ ପୁଣି ଠାରେ ଚାଷୀ ମାନେ ବିଜେଡି ଦଳର ସ୍ନେହଙ୍ଗିନୀ ଛୁରିଆ ଙ୍କୁ ତାଙ୍କର ବିଧାୟିକା ଭାବେ ଗ୍ରହଣ କରିଛନ୍ତି | ବିଜେପି ଦଳର ପ୍ରାର୍ଥୀ ମିଲନ ସେଠ ଓ  କଂଗ୍ରେସ ଦଳର ପ୍ରାର୍ଥୀ ନୀହାର ରଞ୍ଜନ ମହାନନ୍ଦ ଙ୍କୁ ଏଠାକାର ଜନତା ନାପସନ୍ଦ କରିଛନ୍ତି ଏବଂ ପୁଣିଥରେ ଶ୍ରୀମତୀ ଛୁରିଆ ଙ୍କୁ ବିଧାୟିକା ହେବାର ସୁଯୋଗ ଦେଇଛନ୍ତି | ଅତାବିରା ବିଧାନସଭାର୨୫୨ ଟି ବୁଥରୁ କଂଗ୍ରେସ ଦଳର ନୀହାର ମହାନନ୍ଦ ୨୦୯୮୩ ଭୋଟ ଅକ୍ତିଆର କରିଥିବା ବେଳେ , ବିଜେପି ଦଳର ମିଲନ ସେଠ ୫୮୭୮୦ ଭୋଟ ଓ ବିଜେଡି ଦଳର ସ୍ନେହାଙ୍ଗିନୀ ଛୁରିଆ ସର୍ବାଧିକ ୮୨୦୧୩ ଭୋଟ ଅକ୍ତିଆର କରି ବିଜୟୀ ହୋଇଛନ୍ତି | ତେବେ ଏହି ଅଞ୍ଚଳର ଲୋକେ ଶ୍ରୀମତୀ ଛୁରିଆ ଙ୍କ ଉପରେ  ପୁଣିଥରେ ଆସ୍ଥା ରାଖୀ ବିଜୟୀ କରିଥିବାରୁ ସେ ଅଞ୍ଚଳବାସୀଙ୍କ ସୁବିଧା ଅସୁବିଧାରେ ସବୁବେଳେ ସାଙ୍ଗରେ ଅଛନ୍ତି ଏବଂ ଅହି ଅଞ୍ଚଳର ଚାଷୀଙ୍କ ଉନ୍ନତି ପାଇଁ ଯଥା ସମ୍ଭବ କାମ କରିବେ ବୋଲି କହିଛନ୍ତି |
ବାଇଟ ଓ ଭିଡିଓ MOJOରେ ଯାଇଛି |
slug-odbgh_snehangini_7203682
ବାଇଟ 1- ସ୍ନେହାଙ୍ଗିନୀ  ଛୁରିଆ ( ବିଜୟୀ ପ୍ରାର୍ଥୀନୀ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.