ETV Bharat / elections

‘ଦୁର୍ନୀତିମୁକ୍ତ ହେବ ବରଗଡ’ - bjp

ଇଟିଭି ଭାରତର'ନେତାଙ୍କୁ 5ଟି ପ୍ରଶ୍ନ' କାର୍ଯ୍ୟକ୍ରମରେ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପାର୍ଥୀ ଅଶ୍ଵିନୀ ଷଡଙ୍ଗୀ ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ବରଗଡ
author img

By

Published : Apr 12, 2019, 9:05 PM IST

ବରଗଡ: ଗତ ନିର୍ବାଚନରେ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ହାତେଇଥିଲା ଶାସକ ଦଳ ବିଜେଡି । ତେବେ ଏଥର ସାଧାରଣ ନିର୍ବାଚନରେ ବିଜେଡି ସରକାରଙ୍କୁ ଟାର୍ଗେଟ କରି ଏହି ନିର୍ବାଚନ ମଣ୍ଡଳୀରୁ ବିଜେପି ପାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ଅଶ୍ଵିନୀ ଷଡଙ୍ଗୀ | ତେବେ ଇଟିଭି ଭାରତର'ନେତାଙ୍କୁ 5ଟି ପ୍ରଶ୍ନ' କାର୍ଯ୍ୟକ୍ରମରେ ସାମିଲ ହୋଇ ବରଗଡ ପ୍ରତି ତାଙ୍କର କ'ଣ ଦାୟିତ୍ବ ଓ ଲକ୍ଷ୍ୟ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସେ କହିଛନ୍ତି ଯେ, ବରଗଡରେ ରୋଜଗାର ସୃଷ୍ଟି କରିବା ତାଙ୍କର ପ୍ରଥମ ଲକ୍ଷ୍ୟ । ଏତତ୍‌ବ୍ୟତୀଚ ଚାଷ,ପାନୀୟ ଜଳ, ଜଳସେଚନ, ସ୍ବାସ୍ଥ୍ୟ ଓ ଡ୍ରେନେଜ୍‌ ପ୍ରତି ବିଶେଷ ଦୃଷ୍ଟି ଦେବେ ।
ତାଙ୍କର ସ୍ଲୋଗାନ୍‌ ହେଲା ସ୍ବାଭିମାନର ବରଗଡ । 90 ବର୍ଷ ପୂର୍ବର ବରଗଡ ଫେରେଇ ଦିଅ ।
ତାଙ୍କ ସମୟରେ ପାଣ୍ଠିର ଦୂରୁପଯୋଗ ଅଭିଯୋଗ ଆସିଲେ ଭିଜିଲାନ୍ସ ଚଢାଉ ନିଶ୍ଚିତ ରୂପରେ ହେବ । ଦୁର୍ନିତିମୁକ୍ତ ବରଗଡ ତିଆରି କରିବେ ବୋଲି ନିଜ ମତ ରଖିଛନ୍ତି ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

Intro:Body:

ddghd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.