ETV Bharat / elections

ସୁରୁଖୁରୁରେ ସରିଛି 2ଟି ପର୍ଯ୍ୟୟ ନିର୍ବାଚନ, 72 ପ୍ରତିଶତ ମତଦାନ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ 72 ପ୍ରତିଶତ  ମତଦାନ ହୋଇଛି ।

author img

By

Published : Apr 19, 2019, 8:24 PM IST

Updated : Apr 20, 2019, 8:03 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ଇନପୁଟ

ଭୁବନେଶ୍ବର: ସୁରୁଖୁରରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦେଶରେ ମୋଟ ୯୫ ଲୋକସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ରାଜ୍ୟରେ ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଇଛି । ତେବେ ଏହି ପର୍ଯ୍ୟାୟରେ ମୋଟ 72 ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସେପଟେ ୩୫ ସାଂସଦ ଓ ୨୪୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଥିବା ଜଣା ପଡିଛି ।

ସୂଚନା ଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 73.76% ମତଦାନ ହୋଇଥିଲା ।

Intro:Body:

blank

Conclusion:
Last Updated : Apr 20, 2019, 8:03 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.