ETV Bharat / elections

ଦୁଇ ହେଭିୱେଟଙ୍କ ନାମାଙ୍କନ

ନୟାଗଡରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ଦୁଇ ହେବଭିୱେଟ ନେତା । ନୟାଗଡ ବିଧାନସଭାରୁ ଅରୁଣ ସାହୁ ଓ ଖଣ୍ଡପଡା ବିଧାନସଭାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Apr 5, 2019, 2:00 PM IST

ନୟାଗଡ: 3ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ 2 ହେଭିୱେଟ ବିଜେଡି ନେତା। ନୟାଗଡ ବିଧାନସଭା ଆସନ ପାଇଁ ବିଜେଡିରୁ ନାମାଙ୍କନ ଭରିଛନ୍ତି ଅରୁଣ କୁମାର ସାହୁ । ସେହିପରି ଖଣ୍ଡପଡା ବିଧାନସଭା ଆସନପାଇଁ ରାଜ୍ୟସଭା ସାଂସଦ ସୈାମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ବିଜେଡିର 2ନେତା ହଜାର ହଜାର କର୍ମି ଓ ନେତାଙ୍କ ସହ ରୋଡ ଶୋ'ରେ ଆସି ନୟାଗଡ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି । ସେମାନଙ୍କ ସହ ଗୟାଧର ପରିଡା, ରବିନାରାୟଣ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।
ଅନ୍ୟପଟେ ଖଣ୍ଡପଡା ଆସନରୁ ବିଧାୟକ ପଦପାଇଁ ବିଜେଡି ଟିକେଟ ସୈାମ୍ୟରଞ୍ଜନ ପଟ୍ଟନାୟ ଦେବା ପରେ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ସ୍ବାଧୀନରୁ ଲଢିବେ ବୋଲି ହେଉଥିବା ଚର୍ଚ୍ଚାର ଆଜି ଅନ୍ତ ହୋଇଛି ।
ସୌମ୍ୟଙ୍କ ନାମାଙ୍କନ ଦାଖଲ ବେଳେ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.