ETV Bharat / elections

ଗଜପତି: ସୁରୁଖୁରରେ ଚାଲିଛି ମତଦାନ - gajapati

ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା 45 ପ୍ରତିଶତି ମତଦାନ ହୋଇଥିବା ଜଣା ପଡିଛି ।

ଫଟୋ ସୌଜନ୍ଯ:ପ୍ରତିନିଧି, ଗଜପତି
author img

By

Published : Apr 11, 2019, 4:15 PM IST

ଗଜପତି: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ନିର୍ବାଚନକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ସହ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଜିଲ୍ଲାରେ 573ଟି ବୁଥ କରାଯାଇଥିବା ବେଳେ 4,26,974ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଗଜପତି

ଏଥିପାଇଁ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ 10ଟି ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିବା ବେଳେ ଗୋଟିଏ ପିଙ୍କ୍ ବୁଥ ମଧ୍ୟ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଭୋଟ ଗ୍ରହଣ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ବେଳେ ଅପରାହ୍ଣ 4ଟା ସୁଦ୍ଧା 57 ପ୍ରତିଶତି ମତଦାନ ହୋଇଥିବା ଜଣାପଡିଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

aslkjalks

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.