ETV Bharat / elections

ତୃତୀୟ ସାମ୍ମୁଖ୍ୟକୁ ନେଇ କଣ କହୁଛନ୍ତି ବିରୋଧୀ?

ତୃତୀୟ ସାମ୍ମୁଖ୍ୟ ସଫଳ ହେବକି? କଣ ରହିଛି ରାଜ୍ୟ ନେତାଙ୍କ ମତ ।

author img

By

Published : May 22, 2019, 11:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଉ କିଛି ସମୟ ପରେ ବାହାରିବ 2019 ମହାସମରର ଫଳ । କେଉଁଦଳ ହାତରେ ରହିବ ଦେଶର ଦେଶର ଶାସନ କ୍ଷମତା । ଏନଡିଏ ପୁଣିଥରେ କ୍ଷମତାକୁ ଫେରିବ କି? ନା ୟୁପିଏ ଦଖଲ କରିବ ଶାସନ ଗାଦି ! ସଫଳ ହେବକି ତୃତୀୟ ସାମ୍ମୁଖ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନସିପି ମୁଖ୍ୟ ଶରଦ ପାୱର ନବୀନଙ୍କୁ ଫୋନ କରିବା ପରେ ଏନେଇ ବଢିଛି ଉତ୍କଣ୍ଠା । ଜାତୀୟ ରାଜନୀତିକୁ ନେଇ କଣ କହୁଛନ୍ତି ରାଜ୍ୟ ବିରୋଧୀ ଦଳମାନେ ଦେଖନ୍ତୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.