ETV Bharat / elections

ପ୍ରଥମ ପର୍ଯାୟ ନିର୍ବାଚନ: ଜାଣନ୍ତୁ, କିପରି ଡାଉନଲୋଡ କରିବେ ଭୋଟର ସ୍ଲିପ୍

author img

By

Published : Apr 11, 2019, 10:02 AM IST

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି। ମତଦାନ ସାବ୍ୟସ୍ତ କରିବା ଜଣେ ନାଗରିକର ପ୍ରଥମ ଅଧିକାର। l ତେବେ ଜାଣନ୍ତୁ, କିପରି ଡାଉନଲୋଡ କରିବେ ଭୋଟର ସ୍ଲିପ୍।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଲୋକସଭା ନିର୍ବାଚନ। ଆଜି 91ଟି ନିର୍ବାଚନ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। 18ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳର 91 ଲୋକସଭା ଆସନ ସହ ଏକକାଳୀନ ଭାବେ 4ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି। ତେବେ 4ଟି ରାଜ୍ୟ ହେଲା-ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ ଓ ଓଡିଶା । ସକାଳ 7ଟାରୁ ଆରମ୍ଭ ହୋଇ ସଂଧ୍ୟା 6ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ ପ୍ରକ୍ରିୟା।

ଯେଉଁ ମତଦାତାମାନଙ୍କ ନାଁ ଭୋଟର ଲିଷ୍ଟରେ ଥିବ ସେମାନେ ହିଁ କେବଳ ଭୋଟ ଦେଇପାରିବେ। ଯଦି ଭୋଟରଙ୍କ ନାଁ ଲିଷ୍ଟରେ ନଥାଏ ତେବେ ବୁଥ ଅଧିକାରୀ ଭୋଟ ଦେବାକୁ ଅନୁମତି ଦେବେ ନାହିଁ। ଯଦି ଲିଷ୍ଟରେ ଆପଣଙ୍କ ନାଁ ରହିଛି ତେବେ ଏହାକୁ ଡାଉନଲୋଡ କରି ମତଦାନ କେନ୍ଦ୍ରକୁ ନେଇ ଭୋଟ ଦେଇପାରିବେ।

ଜାଣନ୍ତୁ, ଭୋଟର ଲିଷ୍ଟକୁ କିପରି ଡାଉନଲୋଡ କରିବେ-

ପ୍ରଥମେ ନ୍ୟାସନାଲ ଭୋଟର ସର୍ଭିସ ପୋର୍ଟାଲ ଭିଜିଟ କରନ୍ତୁ । ଏହାପରେ ଇଲୋକ୍ଟୋରାଲ ରୋଲ ଉପରେ ନିଜର ନାଁ ସର୍ଚ୍ଚ କରନ୍ତୁ। ଏହାପରେ ସିଧାସଳଖ ଆପଣ ଏକ ନୂଆ ପେଜକୁ ଭିଜିଟ କରିବେ। ସେଥିରେ ଆପଣ ନିଜର ପର୍ସନାଲ ଡିଟେଲସ ଲେଖନ୍ତୁ। ଉକ୍ତ ପେଜର ସବୁଠୁ ଉପର ଭାଗରେ ଆପଣଙ୍କ ନାଁ ଦେଖାଯିବ। ଏହାପରେ ଆପଣଙ୍କୁ ସିଧା ଭୋଟର ସ୍ଲିପ ଦେଖାଯିବ। ଏହାପରେ ଭୋଟର ଇନଫରମେସନ ଅପସନକୁ ଯାଇ ପ୍ରିଣ୍ଟ କରନ୍ତୁ। ତାପରେ ଆପଣ ନିଜେ ନିଜର ଭୋଟର ସ୍ଲିପକୁ ଆପେ ଆପେ ପାଇପାରିବେ।

Intro:Body:

aslkjalks

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.