ETV Bharat / elections

ନିର୍ବାଚନବେଳେ ନେତାଙ୍କ ଉପରେ ଗୁଳିମାଡ - Islampur

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ନେତାଙ୍କ ଉପରେ ଆକ୍ରମଣ। ପଶ୍ଚିମବଙ୍ଗର ଇସଲାମପୁରରେ ସିପିଆଇ ନେତା ମହମ୍ମଦ ସଲିମଙ୍କ ଗାଡି ଉପରକୁ ଗୁଳିମାଡ। ତେବେ ଗୁଳି ମାଡରେ ସଲିମ ଅଳ୍ପକେ ବର୍ତ୍ତିଥିବା ସୂଚନା।

ଫାଇଲ ଫଟୋ
author img

By

Published : Apr 18, 2019, 11:33 AM IST

କୋଲକାତା: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ନେତାଙ୍କ ଉପରେ ଆକ୍ରମଣ। ପଶ୍ଚିମବଙ୍ଗର ଇସଲାମପୁରରେ ସିପିଆଇ ନେତା ମହମ୍ମଦ ସଲିମଙ୍କ ଗାଡି ଉପରକୁ ଗୁଳିମାଡ । ତେବେ ଗୁଳି ମାଡରେ ସଲିମ ଅଳ୍ପକେ ବର୍ତ୍ତିଥିବା ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ସଲିମଙ୍କ ପକ୍ଷରୁ ଥାନାରେ ମାମଲା ହୋଇନଥିବା ଜଣାପଡିଛି।

ସଲିମ ମତଦାନ ସମୟରେ ଇସଲାମପୁରକୁ ଯାଉଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି। ତେବେ ଏହି ଆକ୍ରମଣ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନଥିବାବେଳେ ଏହା ରାଜନୈତିକ କାରଣରୁ ହୋଇଥିବା କୁହାଯାଉଛି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Intro:Body:

ସମ୍ବଲପୁର: ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ସରଗରମ ରହିଛି ରାଜନୈତିକ ମାହୋଲ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏଠାରେ କଂଗ୍ରେସ ପକ୍ଷରୁ ଏକ ରୋଡ଼ ଶୋ କରାଯାଇଛି। 

ସମ୍ବଲପୁର ଧନୁପାଲି ଛକରୁ ଏହି ରୋଡ଼ ଶୋ ଆରମ୍ଭ ହୋଇ ଗୋବିନ୍ଦ ତୋଳା, ଜେଲ ଛକ, ଜିଲ୍ଲା ସ୍କୁଲ ଛକ, ଭିଏସଏସ ମାର୍ଗ ଦେଇ ସହର ପରିକ୍ରମା କରିଥିଲା । ଏହି ଅବସରରେ ଜେଲଛକସ୍ଥିତ ଵୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ, ବିଧାନସଭା ପ୍ରାର୍ଥୀ ଅଶ୍ବିନୀ ପୂଜାହାରୀ, ରେଢ଼ାଖୋଲ ବିଧାନସଭା ପ୍ରାର୍ଥୀ ଅସଫ ଅଲ୍ଲୀ ଖାଁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। 

ଅନ୍ୟପଟେ ଚଳିତ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଅଶ୍ବିନୀ ପୂଜାହାରୀ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.