ETV Bharat / elections

ମୋଦିଙ୍କ ଚପର ଯାଞ୍ଚ ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - ELCTION

ପ୍ରଧାନମନ୍ତ୍ରୀଙ୍କ ଚପର ଯାଞ୍ଚ ମାମଲାର ଗମ୍ଭୀରତାକୁ ନଜରରେ ରଖି ଭାରତୀୟ ଉପ-ନିର୍ବାଚନ କମିଶନ ଏବେ ସମ୍ବଲପୁର ଆସି ଘଟଣାର ତଦନ୍ତ କରୁଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 18, 2019, 3:23 PM IST

ଭୁବନେଶ୍ବର: ଗତ 16 ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଚପର ଯାଞ୍ଚକୁ ନେଇ ବର୍ତ୍ତମାନ ସାରା ଦେଶରେ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । ଭାରତୀୟ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଯାଞ୍ଚ କରାଯାଇଥିଲେ ମଧ୍ୟ ଏହି ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଘଟଣା ରେ ବର୍ତ୍ତମାନ ସୁଦ୍ଧା ଜଣେ ଅଫିସରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଭାରତୀୟ ଉପ- ନିର୍ବାଚନ କମିସନ ଏବେ ସମ୍ବଲପୁର ଆସି ଘଟଣାର ତଦନ୍ତ କରୁଛନ୍ତି। ସେପଟେ ଏହି ଘଟଣାକୁ ନେଇ ଆଜି ମୁହଁ ଖୋଲିଛନ୍ତି ରାଜ୍ୟ ନିର୍ବାଚନ କମିଶନ ସୁରେନ୍ଦ୍ର କୁମାର।

ସେ କହିଛନ୍ତି ଏହି ଘଟଣାର ସବିଶେଷ ରିପୋର୍ଟ ମଗାଯାଇଛି ଏବଂ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.