ETV Bharat / crime

ଗଣ୍ଡଗୋଳରୁ ଛୁରାମାଡ, ତିନି ଗୁରୁତର

ଗଣ୍ଡଗୋଳରୁ ଛୁରାମାଡ, ୩ ଆହତ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କୁମଣ୍ଡ ଗାଁ ଚଣ୍ଡୀ ବଜାର ନିକଟରେ । ଅଧିକ ପଢନ୍ତୁ...

author img

By

Published : Nov 5, 2021, 7:10 AM IST

ଗଣ୍ଡଗୋଳରୁ ଛୁରାମାଡ , ତିନି ଗୁରୁତର
ଗଣ୍ଡଗୋଳରୁ ଛୁରାମାଡ , ତିନି ଗୁରୁତର

ଅନୁଗୋଳ: ସାଧାରଣ ବଚସାରୁ ତୁମୁଳକାଣ୍ଡ । ଗଣ୍ଡଗୋଳରୁ ଛୁରାମାଡ, ୩ ଆହତ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କୁମଣ୍ଡ ଗାଁ ଚଣ୍ଡୀ ବଜାର ନିକଟରେ । ତେବେ ଆହତ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ୩ ଗୁରୁତର ହେଉଛନ୍ତି ରଞ୍ଜନ ବେହେରା, ସୁନୀଲ ବସାକ ଓ ରବି ଜେନା ।

ଗଣ୍ଡଗୋଳରୁ ଛୁରାମାଡ , ତିନି ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡୀ ବଜାରରେ ଥିବା ଏକ ଢ଼ାବାକୁ ଏହି ତିନି ଜଣଙ୍କ ସହ ଏସକେ ସାବୀ ଓ ଡିଲ ନାଏକ ଖାଇବାକୁ ଯାଇଥିଲେ । ସେଠାରେ ପୂର୍ବରୁ ଖାଉଥିବା ଅନ୍ୟ ଦୁଇଜଣ ଅପରିଚିତ ଲୋକଙ୍କ ସହ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା । ଏହା ପରେ ଉକ୍ତ ୨ ଜଣ ଏକ ଛୁରୀରେ ରଞ୍ଜନ , ସୁନୀଲ ଓ ରବିଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ପେଟରେ ଗଭୀର ଆଘାତ ଲାଗିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.