ETV Bharat / city

ନାବାଳକକୁ ଅପ୍ରାକୃତିକ ଯୌନ ନିର୍ଯାତନା, ଅଭିଯୁକ୍ତ ଫେରାର

ଜଣେ ନାବାଳକ ଅନ୍ୟ ଜଣେ ନାବାଳକକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

author img

By

Published : Aug 17, 2019, 2:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଧମା ଥାନା ଅଞ୍ଚଳରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳକକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଧମା ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଛି । ଘଟଣା ନେଇ ପୀଡିତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କଲାପରେ ପୋଲିସ ପୀଡିତଙ୍କ ଡାକ୍ତରୀ ମାଇନା କରାଇ ତଦନ୍ତ ଆରମ୍ଭ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁସାରେ, ଗତକାଲି ସ୍କୁଲ ରୁ ସ୍ବାଧୀନତା ଦିବସ ପାଳନ ସାରି ଘରକୁ ଫେରିବା ସମୟରେ ଜଣେ 7 ବର୍ଷର ନାବାଳକକୁ ଜଣେ 15 ବର୍ଷୀୟ ନାବାଳକ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳକ କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଧମା ଥାନାରେ ଅଭିଯୋଗ ହେବ ପରେ ଅଭିଯୁକ୍ତ ନାବାଳକ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛିBody:ସମ୍ବଲପୁର ଧମା ଥାନା ଅଞ୍ଚଳ ରେ ଏକ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା ।ଘଟଣା ଘଟିଛି ଗତକାଲି ଅର୍ଥାତ ଅଗଷ୍ଟ15 ତାରିଖରେ। ଗତ କାଲି ସ୍କୁଲ ରୁ ସ୍ୱାଧୀନତା ଦିବସ ପାଳନ ସାରି ଘରକୁ ଫେରୁଥିବା ବେଳେ ଜଣେ 7 ବର୍ଷର ନାବାଳକ କୁ ଜଣେ 15 ବର୍ଷ ର ନାବାଳକ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆଜି ଘଟଣା ନେଇ ପୀଡିତ
ପରିବାର ଲୋକେ ଥାନାରେ ଅଭିଯୋଗ କଲାପରେ ପୋଲିସ ପିଡୀତଙ୍କ ଡାକ୍ତରୀ ମଇନା କରାଇ ତଦନ୍ତ ଆରମ୍ଭ ଜରିଛି।Conclusion:ଅନ୍ୟ ପଟେ ଅଭିଯୁକ୍ତ ନାବାଳକ ଫେରାର ଥିବା ପୋଲିସ କହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.