ETV Bharat / city

ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍‌ - ହୀରାକୁଦ ଗେଟ

ବନ୍ଦ ହେଲା ହୀରାକୁଦର 2ଟି ଗେଟ । ବନ୍ୟା ଜଳ ନିଷ୍କାସନ ପାଇଁ ଗତ 11 ତାରିଖରେ ଖୋଲାଯାଇଥିଲା ଗେଟ । ଅଧିକ ପଢନ୍ତୁ...

Two gates of Hirakudar were closed today
ବନ୍ଦ ହେଲା ହୀରାକୁଦର ୨ଟି ଗେଟ
author img

By

Published : Jul 17, 2021, 12:07 PM IST

ସମ୍ବଲପୁର: ବନ୍ଦ ହେଲା ହୀରାକୁଦର 2ଟି ଗେଟ । ଶନିବାର ହୀରାକୁଦ ଡ୍ୟାମର ଖୋଲା ଥିବା 2ଟି ଯାକ ଗେଟକୁ ବନ୍ଦ କରିଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ 11 ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ 2ଟି ଗେଟ ଖୋଲା ଯାଇଥିଲା ।

ବନ୍ଦ ହେଲା ହୀରାକୁଦର ୨ଟି ଗେଟ

ତେବେ ଉପର ମୁଣ୍ଡରେ ବର୍ଷାର ପରିମାଣ ହ୍ରାସ ପାଇଥିବାରୁ ଗେଟକୁ ବନ୍ଦ କରି ଦିଆଯାଇଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହା 606.62 ଫୁଟ ରହିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଉପର ମଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 9255 ଘନଫୁଟ ଜଳ ପ୍ରବେଶ କରୁଥିବା ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.