ETV Bharat / city

'ଥରେ ନୁହେଁ ପାକିସ୍ତାନକୁ ଦରକାର ବାର ବାର ଷ୍ଟ୍ରାଇକ୍' - tourist

ସୁବର୍ଣ୍ଣପୁର ସହରର ସୌଦର୍ଯ୍ୟ ବଢାଉଛି ବିସ୍ତୀର୍ଣ୍ଣକାୟ ମହାନଦୀ । ମନ୍ଦିରମାଳିନୀ ଏ ସହରରେ ଶତାଧିକ ମନ୍ଦିର ଥିବା ବେଳେ ଲଙ୍କେଶ୍ବରୀ ପୀଠ ଓ ଖଣ୍ଡିଆ ଦେଉଳ ପର୍ଯ୍ୟଟନର ବେଶ ଖୋରକ ଯୋଗାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Feb 28, 2019, 12:01 AM IST

ସୁବର୍ଣ୍ଣପୁର: ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମନ୍ଦିରମାଳିନୀ ସହର ସୁବର୍ଣ୍ଣପୁର । ଆଉ ସହରର ସୌନ୍ଦର୍ଯ୍ୟ ବର୍ଦ୍ଦନ କରୁଛି ବିସ୍ତୀର୍ଣ୍ଣକାୟ ମହାନଦୀ । ସହର ପାର୍ଶ୍ବରେ ପ୍ରବାହିତ ମହାନଦୀ ଗର୍ଭରେ ଘଟିଛି ଶୈବ ଓ ଶାକ୍ତର ମିଳନ । ତେନ୍ତୁଳି ଘାଟରୁ କିଛି ଦୂରରେ ଦେବୀ ମା ଲଙ୍କେଶ୍ବରୀଙ୍କ ମନ୍ଦିର । ଆଉ ସେଠାରୁ ଠାରୁ ମାତ୍ର 10 କିମି ଦୂରରେ ରହିଛି ବଲ୍ଲଭ ଦେବୀ ଓ ଶୈବ ମନ୍ଦିର ଖଣ୍ଡିଆ ଦେଉଳ । ଯାହା କୈବର୍ତ୍ତ୍ୟ ସମାଜର ଜନସାଧାରଣଙ୍କ ଇଷ୍ଟ ଦେବ ଦେବୀ ଭାବେ କାହିଁ କେତେ ଦିନରୁ ପୂଜା ପାଇ ଆସୁଛନ୍ତି ।

ପାହାଡ ସଦୃଶ ପଥର, ସ୍ଥିର ନୀଳ ଜଳ ରାଶୀ, ଆଉ ବିସ୍ତୀର୍ଣ୍ଣ ଇଲାକାରେ ସରୁବାଲି । କେହି ବି ଲଙ୍କେଶ୍ବରୀ ପୀଠରେ ସୂର୍ଯ୍ୟ ପରାଗ ଓ ସୂର୍ଯ୍ୟାସ୍ତ ଦେଖିଲେ ବିମୋହିତ ହୋଇପାରିବେ । ଏହି ଚିରସ୍ରୋତ ନଦୀ କେବଳ ସୌନ୍ଦର୍ଯ୍ୟର ଭଣ୍ଡାର ନୁହେଁ ମତ୍ସ୍ୟଜୀବିଙ୍କୁ ଦେଇପାରିଛି ରୋଜଗାର । ଏଥି ସହ ମହାନଦୀ କୂଳରେ ରହିଛି ଗୋକର୍ଣ୍ଣେଶ୍ବର ,ରାମେଶ୍ବର ତଥା ସୁବର୍ଣ୍ଣମେରୁ ଆଦି ଶୈବପୀଠ । କିନ୍ତୁ ପ୍ରାକୃତିକ ଭରା ସ୍ଥଳୀ ପର୍ଯ୍ୟଟକଙ୍କ ଆକୃଷ୍ଟ କରିବାର ସମସ୍ତ ସକ୍ଷମ ରଖୁଥିବା ବେଳେ ପ୍ରଶାସନର ଉଦରସୀନତା ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁରରେ ଯୌବନପ୍ରାପ୍ତି ପାଇଥିବା ମହାନଦୀର ସୌନ୍ଦର୍ଯ୍ୟକୁ ଥରେ ଯିଏ ଉପଭୋଗ କରିଛି ଓ ଦେବଦେବୀଙ୍କ ଆଶିର୍ବାଦ ଲାଭ କରିଛି ସିଏ ନିଶ୍ଚିତ ଚିରସ୍ରୋତା ମହାନଦୀକୁ ବଞ୍ଚାଇ ରଖିବାକୁ ଶତଚେଷ୍ଠିତ ।

undefined

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro: ପୁଲବାମା ଆତଙ୍କଇ ଆକ୍ରମଣର 12 ଦିନ ପରେ ପାକିସ୍ଥାନ ଉପରେ ପ୍ରତିଶୋଧ ନେଇଛି ଭାରତ। ଏଆର ଷ୍ଟ୍ରାଇକରେ ଧ୍ୱଂସ କରିଛି ପ୍ୟାକିସ୍ଥା ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଶିବିର। ସେ ନେଇ ଆମେ ଆଲୋଚନା କରୁଥିଲୁ ବାଲେଶ୍ୱରର ଅବସରପ୍ରାପ୍ତ କର୍ଣ୍ଣେଲ ବିଦ୍ୟାଧର ସିଂଙ୍କ ସହ।

Body:କର୍ଣ୍ଣେଲ ଶ୍ରୀ ସିଂଙ୍କ ବେଳେ ଏମିତି ସେନାମାନଙ୍କୁ ଖୁଲା ହାତ ଦିଆଯାଉ ନଥିଲା। ଅନେକ ଗୁଡିଏ ପ୍ରତିବନ୍ଧକତା ଭିତରେ ରହି କାମ କରିବାକୁ ପଡୁଥିଲା। ଆଜି ଯେଉଁ ମାତ୍ରାରେ ସେନାଙ୍କୁ ଖୁଲା ଛଡ଼ାଯାଇଛି ତାହା ଅତ୍ୟନ୍ତ ଖୁସିର ବିଷୟ। ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ ଓ ଏବେ ଏଆର ଷ୍ଟ୍ରାଇକ ନିଶ୍ଚୟ ପାକିସ୍ଥାନକୁ ସବକ ଶିଖେଇଥିବ।

Conclusion:ପାକିସ୍ଥାନକୁ ପ୍ରତିଆକ୍ରମଣ ର ସୁଯୋଗ ଦିଆ ନ ଯାଉ, ବରଂ ପାକିସ୍ଥାନ କିଛି ପଦକ୍ଷେପ ନେବା ପୂର୍ବରୁ ଆଉ ଏକ ଷ୍ଟ୍ରାଇକ କରିବା ଭଲ ହବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.