ETV Bharat / city

ହେଲମେଟ୍ ପିନ୍ଧିଲେ ସାନ୍ତା ଦେଉଛି ଗୋଲାପ

author img

By

Published : Dec 25, 2019, 5:00 PM IST

ସମ୍ବଲପୁର ପୋଲିସର ଏକ ଟିମ ଟ୍ରାଫିକ ନିୟମ ମାନୁଥିବା ଲୋକଙ୍କୁ ଗୋଲାପ ଫୁଲ ଉପହାର ଦେବା ସହ ଚକୋଲେଟ ପ୍ରଦାନ କରୁଥିଲା । ଅଧିକ ପଢନ୍ତୁ...

ହେଲମେଟ୍ ପିନ୍ଧିଲେ ସାନ୍ତା ଦେଉଛି ଗୋଲାପ
ହେଲମେଟ୍ ପିନ୍ଧିଲେ ସାନ୍ତା ଦେଉଛି ଗୋଲାପ

ସମ୍ବଲପୁର: ଆଜି ହେଉଛି ପବିତ୍ର ବଡଦିନ। ଏହି ଅବସରରେ ବୁଧବାର ସମ୍ବଲପୁର ପୋଲିସ ପକ୍ଷରୁ ଅଭିନଵ ଉପାୟରେ ଟ୍ରାଫିକ ସଚେତନତା କରାଯାଇଛି। ଯେଉଁ ବ୍ୟକ୍ତି ହେଲେମେଟ ପିନ୍ଧିଛନ୍ତି ସେମାନଙ୍କୁ ସମ୍ବଲପୁର ପୋଲିସ ଓ ସାନ୍ତାକ୍ଳଜ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଅଭିନନ୍ଦନ ଜଣାଉଥିବା ବେଳେ ଯେଉଁ ବ୍ୟକ୍ତି ଟ୍ରାଫିକ ନିୟମକୁ ବେଖାତିର କରୁଥିଲେ ସେମାନଙ୍କୁ ଫାଇନ କରାଯିବା ସହ ଗୋଲାପ ଫୁଲ ପ୍ରଦାନ କରାଯାଇଛି।

ହେଲମେଟ୍ ପିନ୍ଧିଲେ ସାନ୍ତା ଦେଉଛି ଗୋଲାପ

ସମ୍ବଲପୁର ସହରର ଜେଲ ଛକରେ ବୁଧବାର ବଡଦିନ ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ସମ୍ବଲପୁର ପୋଲିସର ଏକ ଟିମ ଟ୍ରାଫିକ ନିୟମ ମାନୁଥିବା ଲୋକଙ୍କୁ ଗୋଲାପ ଫୁଲ ଉପହାର ଦେବା ସହ ଚକୋଲେଟ ପ୍ରଦାନ କରୁଥିଲା। ସାଙ୍ଗରେ ଥିଲେ ସନ୍ତାକ୍ଳଜ। ବଡଦିନର ଶୁଭେଚ୍ଛା ସହ ଟ୍ରାଫିକ ନିୟମ ମାନୁଥିବାରୁ ଅଭିନନ୍ଦନ ଜଣାଉଥିଲେ ସାନ୍ତା।

ସମ୍ବଲପୁରରୁ ବାଦଶାହ ଜୁସମନ୍ ରଣା, ଇଟିଭି ଭାରତ

Intro:ଆଜି ହେଉଛି ପବିତ୍ର ବଡ଼ଦିନ।ଏହି ଅବସରରେ ଆଜି ସମ୍ବଲପୁର ପୋଲିସ ତରଫରୁ ଅଭିନଵ ଉପାୟରର ଟ୍ରାଫିକ ସଚେତନତା କରାଯାଇଛି। ଯେଉଁ ବ୍ୟକ୍ତି ହେଲେମେଟ ପିନ୍ଧିଛନ୍ତି ସେମାନଙ୍କୁ ସମ୍ବଲପୁର ପୋଲିସ ଓ ସନ୍ତା କ୍ଳସ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଅଭିନନ୍ଦନ ଜଣାଉଥିବା ବେଳେ ଯେଉଁ ବ୍ୟକ୍ତି ଟ୍ରାଫିକ ନିୟମ କୁ ବେଖାତିର କରୁଥିଲେ ସେମାନଙ୍କୁ ଫାଇନ କରାଯିବା ସହ ଗୋଲାପ ଫୁଲ ପ୍ରଦାନ କରାଯାଇଛି।

Body:ସମ୍ବଲପୁର ସହରର ଜେଲ ଛକ ରେ ଆଜି ବଡ଼ ଦିନ ଅବସରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା।ଆଜି ସମ୍ବଲପୁର ପୋଲିସ ର ଏକ ଟିମ ଟ୍ରାଫିକ ନୀୟମ ମାନୁଥିବା ଲୋକଙ୍କୁ ଗୋଲାପ ଫୁଲ ଉପହାର ଦେବା ସହ ଚକୋଲେଟ ପ୍ରଦାନ କରୁଥିଲା।ସାଙ୍ଗରେ ଥିଲେ ସନ୍ତା କ୍ଳସ। ବଡ଼ ଦିନର ଶୁଭେଛା ସହ ଟ୍ରାଫିକ ନିୟମ ମାନୁଥିବାରୁ ଅଭିନନ୍ଦନ ଜଣାଉଥିଲେ ସନ୍ତା।

Conclusion:ଯିଏ ଟ୍ରାଫିକ ନିୟମ ମନୁନଥିବାର ଧରା ପଡିଲେ ତାଙ୍କୁ ଫାଇନ କଟା ଯିବା ସହ ଗୋଟିଏ ଗୋଲାପ ଫୁଲ ଦେଇ ସଚେତନତା କରାଯାଉଥିଲା।

ବାଇଟ-1-ଏଚ. ବି ବେହେରା, ଡି ଏସ ପି ଟ୍ରାଫିକ,ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.