ETV Bharat / city

କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ

author img

By

Published : Mar 9, 2021, 9:26 AM IST

ଥାନା ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ସେବା, ଥାନା ପ୍ରତି ସାଧାରଣ ଲୋକଙ୍କ ଅଭିଯୋଗ, ଥାନା ପ୍ରତି ଲୋକଙ୍କ ସକାରାତ୍ମକ ମନ୍ତବ୍ୟ ଓ ଥାନାର ଭିତ୍ତିଭୂମି ଆଧାରରେ କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ । ଅଧିକ ପଢନ୍ତୁ...

କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ
କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ

ସମ୍ବଲପୁର: ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ କୁଚିଣ୍ଡା । 2019 ମସିହା ପାଇଁ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ କୁଚିଣ୍ଡାକୁ ଶ୍ରେଷ୍ଠ ଥାନା ବିବେଚିତ କରାଯାଇଛି । ଏହି ଦେଶବ୍ୟାପୀ କରାଯାଇଥିଲା ।

କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ
କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ
କୁଚିଣ୍ଡା ରାଜ୍ୟର ଶ୍ରେଷ୍ଠ ପୋଲିସ ଷ୍ଟେସନ

ଥାନା ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ସେବା, ଥାନା ପ୍ରତି ସାଧାରଣ ଲୋକଙ୍କ ଅଭିଯୋଗ, ଥାନା ପ୍ରତି ଲୋକଙ୍କ ସକାରାତ୍ମକ ମନ୍ତବ୍ୟ ଓ ଥାନାର ଭିତ୍ତିଭୂମିକୁ ନେଇ ଏହି ସର୍ଭେ କରାଯାଇଥିଲା । ଏନେଇ ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳ ଖୁସି ବ୍ୟକ୍ତି କରିବା ସହ ବହୁ ଲୋକଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି ।

ସମ୍ବଲପୁର ଆଇ ଜି ନରସିଂହ ଭୋଳ କୁଚିଣ୍ଡା ଥାନା ଅଧିକାରୀ କୋମଳ କୁମାର ପଣ୍ଡାଙ୍କୁ ଗୃହ ବିଭାଗ ଦ୍ଵାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.