ETV Bharat / city

ସ୍ବାଧୀନତା ଦିବସ ପାଳି ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ରଖିଲା ସମ୍ବଲପୁର ଓକିଲ ସଂଘ - SAMBALPUR ADVOCATE ASSOCIATION

ଜିଲ୍ଲା ପ୍ରଶାସନର ସ୍ବାଧୀନତା ଦିବସ ପାଳନ ହେଉଥିବା ସ୍ଥାନରୁ ଅଳ୍ପ ଦୁରତାରେ ଓକିଲ ସଂଘ ଓ କିଛି ବରିଷ୍ଠ ନାଗରିକ ସମାନ୍ତରାଳ ଭାବେ ସ୍ବାଧୀନତା ଦିବସ ପାଳନ କରିବା ସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ନେଇ ପ୍ରତୀକାତ୍ମକ ଦାବି ଦୋହରାଇଥିଲେ ।

ସମ୍ବଲପୁରରେ ଓକିଲ ସଂଘର ସମାନ୍ତରାଳ ସ୍ବାଧୀନତା ଦିବସ ପାଳନ
author img

By

Published : Aug 15, 2019, 8:24 PM IST

ସମ୍ବଲପୁର: ଆଜି(ଗୁରୁବାର) ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ତରଫରୁ 73 ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ମାତ୍ର ଏଥିରେ ସାମିଲ ହୋଇନଥିଲେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ।

ସମ୍ବଲପୁରରେ ଓକିଲ ସଂଘର ସମାନ୍ତରାଳ ସ୍ବାଧୀନତା ଦିବସ ପାଳନ

ଜିଲ୍ଲା ପ୍ରଶାସନର ସ୍ବାଧୀନତା ଦିବସ ପାଳନ ହେଉଥିବା ସ୍ଥାନରୁ ଅଳ୍ପ ଦୁରତାରେ ଓକିଲ ସଂଘ ଓ କିଛି ବରିଷ୍ଠ ନାଗରିକ ସମାନ୍ତରାଳ ଭାବେ ସ୍ବାଧୀନତା ଦିବସ ପାଳନ କରିବା ସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ନେଇ ପ୍ରତୀକାତ୍ମକ ଦାବି ଦୋହରାଇଥିଲେ ।

ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର ଲୋକେ ମଧ୍ୟ ସାମିଲ ହୋଇ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚର ଦାବି କରିଥିଲେ । ତେବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗାଡି କଚେରୀ ଛକ ଆଡକୁ ଯିବା ସମୟରେ ଓକିଲ ସଂଘର କୁଛି ସଦସ୍ୟ ନାରାବାଜି କରିବା ସହ ହାଇକୋର୍ଟ ବେଞ୍ଚ ଦାବି କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ବିଗତ କିଛି ବର୍ଷ ହେଲା ସମ୍ବଲପୁର ଜିଲ୍ଳା ଓକିଲ ସଂଘ ଏପରି ଭାବେ ସ୍ଵତନ୍ତ୍ରତା ଦିବସ ପାଳନ କରିଆସୁଛି ।

ସମ୍ବଲପୁରରୁ ବାଦ୍‌ଶାହ ଜୁସମନ୍ ରଣା, ଇଟିଭି ଭାରତ

Intro:ଆଜି ସମ୍ବଲପୁର ରେ ଜିଲ୍ଲା ପ୍ରଶାସନ ତରଫରୁ 73 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏଥିରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।ତେବେ ଏଥିରେ ସାମିଲ ହେଲେନି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ଜିଲ୍ଲା ପ୍ରଶାସନ ର ସ୍ୱାଧୀନତା ଦିବସ ପାଳନ ହେଉଥିବା ସ୍ଥାନରୁ ଅଳ୍ପ ଦୁରତାରେ ଓକିଲ ସଂଘ ଓ କିଛି ବରିଷ୍ଠ ନାଗରିକ ସମାନ୍ତରାଳ ଭାବେ ସ୍ୱାଧୀନତା ଦିବସ ପାଳନ କରିବା ସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ନେଇ ପ୍ରତୀକାତ୍ମକ ଦାବି ଦୋହରାଇଛନ୍ତି।

Body:ସମ୍ବଲପୁର ରେ ଓକିଲ ସଂଘର ସମାନ୍ତରାଳ ସ୍ୱାଧୀନତା ଦିବସ ପାଳନ। ସମ୍ବଲପୁର କଚେରୀ ଛକ ରୁ ଜେଲ ଛକକୁ ସଂଲଗ୍ନ କରୁଥିବା ରାସ୍ତାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ଏହାର ଅଳ୍ପ ଦୁରତରେ କଚେରୀ ଛକ ରେ ଜିଲ୍ଲା ଓକିଲ ସଂଘ ସ୍ଵତନ୍ତ୍ର ଭାବେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି।ଏଥିରେ ଜିଲାର ବିଭିନ୍ନ ବର୍ଗର ଲୋକେ ମଧ୍ୟ ସାମିଲ ହୋଇ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ର ଦାବି ଦୋହରାଇଛନ୍ତି।ତେବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗାଡି କଚେରୀ ଛକ ଆଡକୁ ଯିବା ସମୟରେ ଓକିଲ ସଂଘର କୁଛି ସଦସ୍ୟ ନାରାବାଜି କରିବା ସହ ହାଇକୋର୍ଟ ବେଞ୍ଚ ଦାବି କରିଥିଲେ।

Conclusion:ବିଗତ କିଛି ବର୍ଷ ହେଲା ସମ୍ବଲପୁର ଜିଲ୍ଳା ଓକିଲ ସଂଘ ଏପରି ଭାବେ ସ୍ଵତନ୍ତ୍ରତା ଦିବସ ପାଳନ କରିଆସୁଛି।

ବାଇଟ-1-ବିଜିତେନ୍ଦ୍ରିୟ ପ୍ରଧାନ,ସଭାପତି, ଜିଲା ଓକିଲ ସଂଘ।
ବାଇଟ-2-ପ୍ରଦୀପ ବହିଦାର,ପ୍ରମୂଖ ସଦସ୍ୟ,ଜିଲ୍ଲା ଓକିଲ ସଂଘ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.