ETV Bharat / city

ଦ୍ବିତୀୟ ଥର ପାଇଁ ଆଇଆଇଏମର ନିର୍ଦ୍ଦେଶକ ହେଲେ ପ୍ରଫେସର ମହାଦେବ ପ୍ରସାଦ ଜୟସୁଆଲ

author img

By

Published : Jul 22, 2022, 11:09 PM IST

ଦ୍ଵିତୀୟ ଥର ପାଇଁ ନିଯୁକ୍ତି ପରେ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ କହିଛନ୍ତି ଯେ ଆଗକୁ କିପରି ଭିନ୍ନ ଭାବେ କାର୍ଯ୍ୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଯିବ ସେନେଇ ଉଦ୍ୟମ ଜାରି ରହିବ । ଏହା ସହ ଆଗକୁ ସମ୍ବଲପୁର ଆଇଆଇଏମ କୁ International accreditation କିପରି ମିଳିପାରିବ ସେନେଇ ଚେଷ୍ଟା କରାଯିବା ବୋଲି ପ୍ରଫେସର ମହାଦେବ ପ୍ରସାଦ ଜୟସୁଆଲ କହିଛନ୍ତି । ଅଧିକ ପଢନ୍ତୁ

ଦ୍ବିତୀୟ ଥର ପାଇଁ ଆଇଆଇଏମର ନିର୍ଦ୍ଦେଶକ ହେଲେ ପ୍ରଫେସର ମହାଦେବ ପ୍ରସାଦ ଜୟସୁଆଲ
ଦ୍ବିତୀୟ ଥର ପାଇଁ ଆଇଆଇଏମର ନିର୍ଦ୍ଦେଶକ ହେଲେ ପ୍ରଫେସର ମହାଦେବ ପ୍ରସାଦ ଜୟସୁଆଲ

ସମ୍ବଲପୁର: ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ଭାବେ ପ୍ରଫେସର ମହାଦେବ ପ୍ରସାଦ ଜୟସୁଆଲ ପୁନଃ ନିଯୁକ୍ତ ହୋଇଛନ୍ତି । ଦ୍ଵିତୀୟ ଥର ପାଇଁ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି । 2017 ରୁ 2022 ପର୍ଯ୍ୟନ୍ତ ସେ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ଭାବେ ଦକ୍ଷତାର ସହ ନିଜର ଦାୟିତ୍ୱ ସମ୍ପନ୍ନ କରିଥିଲେ । ଏବେ ପୁଣି 5 ବର୍ଷ ପାଇଁ ସେ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ଯାଉଛନ୍ତି ।

ଦ୍ଵିତୀୟ ଥର ପାଇଁ ନିଯୁକ୍ତି ପରେ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ କହିଛନ୍ତି ଯେ ଆଗକୁ କିପରି ଭିନ୍ନ ଭାବେ କାର୍ଯ୍ୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଯିବ ସେନେଇ ଉଦ୍ୟମ ଜାରି ରହିବ । ଏହା ସହ ଆଗକୁ ସମ୍ବଲପୁର ଆଇଆଇଏମ କୁ International accreditation କିପରି ମିଳିପାରିବ ସେନେଇ ଚେଷ୍ଟା କରାଯିବ । ଏହା ଦ୍ୱାରା ବିଶ୍ୱ ସ୍ତରର ଅନ୍ୟ ଶିକ୍ଷା ଅନୁଷ୍ଠାନ ଗୁଡିକ ସହ collaboration ହୋଇ ପାରିବ । ସେହିପରି ଆଗକୁ ସ୍ଥାନୀୟ ବ୍ୟବସାୟକୁ ବିଶ୍ୱସ୍ତରରେ ପହଞ୍ଚାଇବା, ଷ୍ଟାଟ ଅଫ ଅଭିଯାନ ଆରମ୍ଭ କରିବା ତଥା ଗବେଷଣା ଓ ଉଦ୍ଭାବନକୁ ଅଧିକ ଗୁରୁତ୍ୱ ଦିଆଯିବ । ମୁଖ୍ୟତଃ ବିଜନେସ ମ୍ୟାନେଜମେଣ୍ଟ ପରିବର୍ତ୍ତେ ବିଜନେସ କ୍ରିଏସନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରଫେସର ମହାଦେବ ପ୍ରସାଦ ଜୟସୁଆଲ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.