ETV Bharat / city

ରାମ ଜନ୍ମଭୂମି ବିବାଦ ରାୟ: ସମ୍ବଲପୁରରେ ସୁରକ୍ଷା କଡାକଡି

ରାମ ଜନ୍ମଭୂମି ବିବାଦର ରାୟ ଶନିବାର ଆସିବା ପରେ ସମ୍ବଲପୁର ପୋଲିସ ପକ୍ଷରୁ ଜିଲ୍ଲାର ପ୍ରମୁଖ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

author img

By

Published : Nov 9, 2019, 11:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଅଯୋଧ୍ୟା ରାମ ଜନ୍ମଭୂମି ବିବାଦର ରାୟ ଶନିବାର ଆସିବା ପରେ ଜିଲ୍ଲା ପୋଲିସ ପ୍ରମୁଖ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏନେଇ ସମ୍ବଲପୁର ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ସହରର ସୁରକ୍ଷା ତଦାରଖ କରୁଛି । ସହରରେ 10 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । 30 ଜଣ ଅଫିସରଙ୍କ ସହ 2 ଡିଏସପି ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ସହରରେ ବାଇକ ପେଟ୍ରୋଲିଂ କରାଯାଉଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମ୍ବଲପୁରବାସୀଙ୍କୁ ଏସପି ଅନୁରୋଧ କରିଛନ୍ତି । ତେବେ ଶନିବାର ରାତିରେ ମଧ୍ୟ ସହରର ପ୍ରମୁଖ ସ୍ଥାନରେ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ଅଯୋଧ୍ୟା ର ରାମ ମନ୍ଦିର ପ୍ରସଙ୍ଗରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ର ଐତିହାସିକ ରାୟ ଆସିଲା ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସମ୍ବଲପୁର ପୋଲିସ ତରଫରୁ ପ୍ରମୂଖ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।Body:
ଅଯୋଧ୍ୟା ର ରାମମନ୍ଦିର ପ୍ରସଂଗରେ ସୁପ୍ରୀମକୋର୍ଟର ଐତିହାସିକ ରାୟ ପରେ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏସପିଙ୍କ ନେତୃତ୍ବରେ ଏକ ଟିମ ସହରର ସୁରକ୍ଷା ତଦାରଖ କରୁଛି । ସହରରେ 10 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । 30 ଜଣ ଅଫିସର ଙ୍କ ସହ 2 ଡିଏସପି ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ମୋଟର ସାଇକେଲ ପେଟ୍ରୋଲିଂ ସହର ସାରା କରାଯାଉଥିବା ବେଳେ ସହରରେ ଶାନ୍ତିଶୃଂଖଲା ରହିଥିବା ସମ୍ବଲପୁର ଏସପି କହିଛନ୍ତି ।

ବାଇଟ_ 1.କନୱାର ବିଶାଲ ସିଂ। ଏସପି ।ସମ୍ବଲପୁରConclusion:ଆଜି ରାତିରେ ମଧ୍ୟ ସହରର ପ୍ରମୂଖ ସ୍ଥନରେ କଡା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ସୂଚନା ଦିଆଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.