ETV Bharat / city

ଥାନାରୁ 3 ଅଭିଯୁକ୍ତ ଫେରାର ଘଟଣା, 2 ପୋଲିସ କର୍ମଚାରୀ ନିଲମ୍ବିତ

author img

By

Published : Mar 29, 2022, 12:55 PM IST

ସମ୍ବଲପୁର ଜିଲ୍ଲା ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଫେରାର ଘଟଣାରେ ନିଲମ୍ବିତ ହୋଇଛନ୍ତି ୨ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ

ଥାନାରୁ 3 ଅଭିଯୁକ୍ତ ଫେରାର ଘଟଣା, 2 ପୋଲିସ କର୍ମଚାରୀ ନିଲମ୍ବିତ
ଥାନାରୁ 3 ଅଭିଯୁକ୍ତ ଫେରାର ଘଟଣା, 2 ପୋଲିସ କର୍ମଚାରୀ ନିଲମ୍ବିତ

ସମ୍ବଲପୁର: ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଫେରାର ଘଟଣାରେ ପୋଲିସ ବିଭାଗ ନେଇଛି କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ସେହି ସମୟରେ କାର୍ଯ୍ୟରତ ଥିବା ୨ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ପୋଲିସର କାର୍ଯ୍ୟ ଅବହେଳା ଯୋଗୁଁ ଅଭିଯୁକ୍ତ ଫେରାର ମାରିଥିବାରୁ ଏସପି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି । ଅଭିଯୁକ୍ତ ମାନେ ଫେରାର ସମୟରେ ଦ୍ଵାୟିତ୍ବରେ ଥିବା ASI ନିରଞ୍ଜନ ପ୍ରଧାନ ଓ କନେଷ୍ଟେଵଳ ଏନ.ଏନ ନାୟକଙ୍କୁ ନିଲମ୍ବିତ କରାଯାଇଛି । ଗୋଟିଏ ଦିନ ପୁର୍ଵରୁ ଏହି ୩ ଅଭିଯୁକ୍ତ ଡିଜେଲ ଚୋରି ଘଟଣାରେ ଗିରଫ ହୋଇଥିଲେ । କୋର୍ଟ ଚାଲାଣ ପୂର୍ବରୁ ସୋମବାର ସକାଳେ ଥାନାରୁ ଫେରାର ହୋଇଯାଇଥିଲେ ଏହି 2 ଅଭିଯୁକ୍ତ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.