ETV Bharat / city

ତଳିଆ ଅଞ୍ଚଳରେ ବଢିଲା ବିପଦ, ହୀରାକୁଦର 40ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ - 40 gates of hirakud dam opened

ରାଜ୍ୟରେ ବନ୍ୟାସ୍ଥିତି ଦେଖାଦେଇଥିବାବେଳେ ହୀରାକୁଦ ଡ୍ୟାମରୁ 40ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଛି । ଅଧିକ ପଢନ୍ତୁ...

ତଳିଆ ଅଞ୍ଚଳରେ ବଢିଲା ବିପଦ, ହୀରାକୁଦର 40ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

author img

By

Published : Aug 28, 2020, 7:39 AM IST

Updated : Aug 28, 2020, 4:37 PM IST

ସମ୍ବଲପୁର: ରାଜ୍ୟରେ ଲଗାଣ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି । ଏହାରି ଭିତରେ ଆଜି ହୀରାକୁଦ ଡ୍ୟାମରୁ 40ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି । ଲେଫ୍ଟ ଡାଇକରେ 25ଟି ଗେଟ ଓ ରାଇଟ ଡାଇକରେ 15ଟି ଗେଟ ଖୋଲା ରହିଛି । ପୂର୍ବରୁ 36ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା ।

ସୂଚନାଥାଉକି, ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର 625.45 ଫୁଟ ରହିଛି। ସେକେଣ୍ଡ ପ୍ରତି ଉପରମୁଣ୍ଡରୁ ହୀରାକୁଦ ଡ୍ୟାମରୁ 6, 60, 079 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 40ଟି ଗେଟ୍ ଯୋଗେ ସେକେଣ୍ଡ ପ୍ରତି ହାରାହାରି 5, 13, 959 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 28, 2020, 4:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.