ETV Bharat / city

ହିଣ୍ଡାଲକୋ କମ୍ପାନୀରେ ଠିକା ଶ୍ରମିକ ମୃତ

ହୀରାକୁଦ ସ୍ଥିତ ହିଣ୍ଡାଲକୋ ସ୍ମେଲଟର କମ୍ପାନୀରେ ଆଲୁମିନିୟମ ବାଥ୍ ପଡି ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : May 26, 2022, 11:15 AM IST

ହିଣ୍ଡାଲକୋ କମ୍ପାନୀରେ ଠିକା ଶ୍ରମିକ ମୃତ
ହିଣ୍ଡାଲକୋ କମ୍ପାନୀରେ ଠିକା ଶ୍ରମିକ ମୃତ

ସମ୍ବଲପୁର: ହୀରାକୁଦ ସ୍ଥିତ ହିଣ୍ଡାଲକୋ ସ୍ମେଲଟର କମ୍ପାନୀରେ ଦୁର୍ଘଟଣା ଘଟି କାର୍ଯ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ । କମ୍ପାନୀରେ ଆଲୁମିନିୟମ ବାଥ୍ ପଡି ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ମଣ୍ଟୁ ଖମାରୀ । କମ୍ପାନୀ କର୍ତ୍ତୃପକ୍ଷ ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ମୄତକଙ୍କ ପରିବାର ଲୋକେ ।

ହିଣ୍ଡାଲକୋ କମ୍ପାନୀରେ ଠିକା ଶ୍ରମିକ ମୃତ

ସୂଚନାଅନୁଯାୟୀ ମଣ୍ଟୁ ଖମାରୀ ସମ୍ବଲପୁର ହୀରାକୁଦ ସ୍ଥିତ ହିଣ୍ଡାଲକୋ କମ୍ପାନୀରେ ଜଣେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଆଲୁମିନିୟମ ବାଥ୍ ପଡି ତାଙ୍କର ମୃତ୍ୟୁ ହୋଇଥିଲା |ଏହାପରେ ମଣ୍ଟୁଙ୍କ ମୃତ୍ୟୁ ପାଇଁ କମ୍ପାମୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ କ୍ଷତିପୂରଣ ଦାବି କରି କମ୍ପାନୀ ସମ୍ମୁଖରେ ଧାରଣାରେ ବସିଥିଲେ ପରିବାର ଲୋକେ । ମୃତକଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ, ପରିବାରର ଜଣଙ୍କୁ ଚାକିରି ଓ ମୃତ ମଣ୍ଟୁଙ୍କ ଶିଶୁଙ୍କ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରିବା ଦାବି କରିଛନ୍ତି ପରିବାର ଲୋକେ ।

ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.