ETV Bharat / city

ବେଆଇନ 604 ବୋତଲ କଫ ସିରପ୍ ଜବତ, 7 ଗିରଫ - ବେଆଇନ କଫ ସିରପ୍ ଜବତ

ସମ୍ବଲପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା। ପୋଲିସର ଚଢ଼ାଉରେ 604 ବୋତଲ କୋରେକ୍ସ କଫ ସିରପ୍ ଜବତ ହେବ ବା ସହ 7 ଜଣକୁ ଗିରଫ କରାଯାଇଛି। ଅଧିକ ଖବର ପଢନ୍ତୁ...

ବେଆଇନ 604 ବୋତଲ କଫ ସିରପ୍ ଜବତ, 7 ଗିରଫ
ବେଆଇନ 604 ବୋତଲ କଫ ସିରପ୍ ଜବତ, 7 ଗିରଫ
author img

By

Published : Feb 20, 2020, 9:25 PM IST

ସମ୍ବଲପୁର: ଜିଲ୍ଲା ପୋଲିସକୁ ବଡ଼ ସଫଳତା। ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ଅଇଁଠାପାଲି ଥାନା ପୋଲିସ ଦ୍ବାରା ଏକ ବଡ଼ ଧରଣର ବେଆଇନ କଫ ସିରପ୍ କାରବାର କରୁଥିବା ଗ୍ୟାଙ୍ଗର 7 ଜଣ ସଦସ୍ୟ ଗିରଫ ହୋଇଛନ୍ତି ।

ବେଆଇନ 604 ବୋତଲ କଫ ସିରପ୍ ଜବତ, 7 ଗିରଫ

ପୋଲିସର ଚଢ଼ାଉରେ 604 ବୋତଲ କୋରେକ୍ସ କଫ ସିରପ୍ ଜବତ ହେବ ବା ସହ 7 ଜଣକୁ ଗିରଫ କରାଯାଇଛି। ଏହି 7 ଜଣଙ୍କ ମଧ୍ୟରେ 3 ଜଣ କିଙ୍ଗପିନ ଥିବା ବେଳେ ଜଣେ ମଧ୍ୟସ୍ଥି ଅଛନ୍ତି। ଏହି କୋରେକ୍ସ ସବୁ ବଲାଙ୍ଗୀର ଜିଲ୍ଲାରୁ ସମ୍ବଲପୁରକୁ ଚାଲାଣ ହେଉଥିଲା ।

ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ନଗଦ 36 ହଜାର ଟଙ୍କା, 3 ଟି ମୋଟର ସାଇକେଲ ଓ 9 ଟି ମୋବାଇଲ ଫୋନ ଜବତ ହୋଇଛି । ଏହି ଅଭିଯୁକ୍ତ ମାନେ ପୂର୍ବରୁ ମଧ୍ୟ ଅନେକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି । ତାଙ୍କ ଘର ଝାରସୁଗୁଡା ବୋଲି ଜଣାପଡ଼ିଛି। ତାଙ୍କ ନାଁରେ ମଧ୍ୟ ଆଗରୁ ଅନେକ ମାମଲା ଥିବା ଜଣାପଡ଼ିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.