ETV Bharat / city

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର: ଡିଅର ପାର୍କରେ ଫୁଟିଛି ହଜାରେ ପାଖୁଡାର ପଦ୍ମ - Nature lover

ସମ୍ବଲପୁର ଜିଲ୍ଲାର ଡିଅର ପାର୍କରେ ପ୍ରଥମ ଥର ପାଇଁ ଫୁଟିଛି ହଜାରେ ପାଖୁଡାର ପଦ୍ମ । ଫୁଲ ଫୁଟାଇ ପାର୍କର ଶୋଭା ବଢାଉଥାବା କହିଲେ ପାର୍କର ଡେପୁଟି ରେଞ୍ଜର । ଅଧିକ ପଢନ୍ତୁ...

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର: ଡିୟର ପାର୍କରେ ଫୁଟିଛି ହଜାରେ ପାଖୁଡାର ପଦ୍ମ

author img

By

Published : Jun 28, 2021, 9:02 PM IST

ସମ୍ବଲପୁର: ଡିଅର ପାର୍କରେ ଫୁଟିଲା ସହସ୍ର ଦଳ କମଳ ବା ହଜାରେ ପାଖୁଡ଼ାର ପଦ୍ମ । ରାଜ୍ୟରେ ପ୍ରଥମ କରି କୌଣସି ପାର୍କରେ ଏହି ପଦ୍ମ ଫୁଟିଛି ବୋଲି ଦାବି କରିଛନ୍ତି ପାର୍କର ଡେପୁଟି ରେଞ୍ଜର । ମୁଖ୍ୟତଃ ଥାଇଲାଣ୍ଡ ଓ ଆମେରିକାର ଜଳବାୟୁରେ ଏହି ପଦ୍ମ ଫୁଟିଥାଏ । ସମ୍ବଲପୁରର ପ୍ରକୃତି ପ୍ରେମୀ ସୁବ୍ରତ ନାଥ ଏହି ପ୍ରଜାତିର ପଦ୍ମର ମଞ୍ଜି ଆଣି ସମ୍ବଲପୁରର ନିଜ ଘରେ ଏହି ପଦ୍ମ ଫୁଟାଇ ଥିଲେ ।

ସମ୍ବଲପୁର ଡିୟର ପାର୍କରେ ଫୁଟିଛି ହଜାରେ ପାଖୁଡାର ପଦ୍ମ: ଡେପୁଚି ରେଞ୍ଜର

ଏବେ ସମ୍ବଲପୁର ଡିଅର ପାର୍କର କତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ସମ୍ବଲପୁରର ପ୍ରକୃତି ପ୍ରେମୀ ସୁବ୍ରତ ନାଥଙ୍କ ତତ୍ବାବଧାନରେ ଏହି ପଦ୍ମ ସମ୍ବଲପୁରର ଡିଅର ପାର୍କରେ ଫୁଟିଛି ମୁଖ୍ୟତଃ ମାର୍ଚ୍ଚ ମାସ ଆରମ୍ଭରେ ଏହି ପଦ୍ମର ଚାରା ଲଗା ଯାଇଥାଏ । ଖରା ଦିନେ ଏହି ପଦ୍ମ ଫୁଟିଥାଏ । ଆଗକୁ ଏହି ପ୍ରଜାତିର ଆହୁରି ଫୁଲ ଫୁଟିବ ବୋଲି ଆଶା କରାଯାଉଛି ।

ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.