ETV Bharat / city

ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ IAS ଦିବ୍ୟଜ୍ୟୋତି ପରିଡା

author img

By

Published : Jan 5, 2022, 10:35 PM IST

ସମ୍ବଲପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଲେ 2015 ବ୍ୟାଚ ଆଇଏଏସ ଦିବ୍ୟଜ୍ୟୋତି ପରିଡା। ସମ୍ବଲପୁରର ୫୫ ତମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ IAS ଦିବ୍ୟଜ୍ୟୋତି ପରିଡା
ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ IAS ଦିବ୍ୟଜ୍ୟୋତି ପରିଡା

ସମ୍ବଲପୁର : ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଲେ 2015 ବ୍ୟାଚ ଆଇଏଏସ ଦିବ୍ୟଜ୍ୟୋତି ପରିଡା । ସମ୍ବଲପୁରର ୫୫ ତମ ଜିଲ୍ଲାପାଳ ଭାବେ ଗୁରୁବାର ଦିବ୍ୟଜ୍ୟୋତି ପରିଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ, ଗତ ସୋମବାର ଦିନ ସମ୍ବଲପୁରର ପୂର୍ବତନ ଜିଲ୍ଲାପାଳ ଥିବା ଶୁଭମ ସକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ତେବେ ଗୁରୁବାର ଅପରାହ୍ନରେ ୫ଟାରେ ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳ କାର୍ଯ୍ଯାଳୟରେ ପହଞ୍ଚି ଥିଲେ । ଜ଼ିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜ଼ିଲ୍ଲାପାଳ ଉମାକାନ୍ତ ରାଜଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ନୃତନ ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଜ଼ିଲ୍ଲାର ବରିଷ୍ଠ ଅଧିକାରୀ ,ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.