ETV Bharat / city

ହୀରାକୁଦର ସବୁ ଗେଟ୍‌ ବନ୍ଦ, ଏବେ ଜଳସ୍ତର 629.87 ଫୁଟ

ହୀରାକୁଦ ଜଳଭଣ୍ଡାରରେ ସବୁ ଗେଟ୍‌ ବନ୍ଦ । ଶନିବାର ରାତିରେ ବନ୍ଦ ହେଲା ପୂର୍ବରୁ ଖୋଲିଥିବା ଦୁଇଟି ଗେଟ୍‌ । ଜଳସ୍ତର 630 ଫୁଟରେ ପହଞ୍ଚିବା ପରେ ଏହାର 2ଟି ଗେଟ୍‌କୁ ଖୋଲା ଯାଇଥିଲା ।

ଫାଇଲ ଫଟୋ
author img

By

Published : Sep 22, 2019, 9:04 AM IST

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ସବୁ ଗେଟ୍‌ ବନ୍ଦ । ଶନିବାର ରାତିରେ ବନ୍ଦ ହେଲା ପୂର୍ବରୁ ଖୋଲିଥିବା ଦୁଇଟି ଗେଟ୍‌ । ଜଳସ୍ତର 630 ଫୁଟରେ ପହଞ୍ଚିବା ପରେ ଏହାର 2ଟି ଗେଟ୍‌କୁ ଖୋଲାଯାଇଥିଲା ।

ଡ୍ୟାମରେ ଜଳସ୍ତର 629.87 ଫୁଟ ରହିଛି । ଉପରମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 21,677 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ପାୱାର ଚ୍ୟାନେଲ ଓ କେନାଲ ଜରିଆରେ ସେକେଣ୍ଡ ପ୍ରତି 21,677 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆଗକୁ ପରିସ୍ଥିତି ଦେଖି ଗେଟ ଖୋଲାଯିବ ନା ନାହିଁ ତାହା ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ହୀରାକୁଦ ଜଳଭଣ୍ଡାରର ଜଳସ୍ଥର 630 ଫୁଟ ରେ ପହଂଚିବା ପରେ ଏହାର 2 ଟି ଗେଟ କୁ ଖୋଲ ଯାଇଥିଲା।ତେବେ ଜଳସ୍ଥର କମିବାରୁ ଶନିବାର ରାତିରେ ଖୋଲାଥିବା 2 ଗେଟ କୁ ବନ୍ଦ କରାଯାଇଛି।

Body:ବର୍ତ୍ତମାନ ହୀରାକୁଦ ର ସମସ୍ତ ଗେଟ ବନ୍ଦ ରହିଛି।ବର୍ତ୍ତମାନ ହୀରାକୁଦ ର ଜଳସ୍ଥର 629.87 ଫୁଟ ରହିଛି। ଏହି ସମୟରେ ଉପର ମୁଣ୍ଡରୁ ଜଳଭଣ୍ଡାର କୁ ସେକେଣ୍ଡ ପ୍ରତି 21,677 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପାୱାର ଚେନେଲ ଓ କେନାଲ ଜରିଆରେ ସେକେଣ୍ଡ ପ୍ରତି 21,677 କ୍ୟୁସେକ ଜଳ ନିଷ୍କାସନ ହେଉଛି।Conclusion:ଆଗକୁ ପରିସ୍ଥିତି ଦେଖି ଗେଟ ଖୋଲାଯିବ ନା ନାହିଁ ତାହା ନିଷ୍ପତ୍ତି ନିଆଯିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.