ETV Bharat / city

କାଠ ବୋଝେଇ ଟ୍ରକ ଜବତ - forest

ଚୋରା କାଠ ବୋଝେଇ ଟ୍ରକ ଜବତ। ସୁନ୍ଦରଗଡ ଜିଲ୍ଲାର ହାତୀବାରି ଥାନା ଅଞ୍ଚଳରେ ପୋଲିସ ତଥା ବନ ବିଭାଗର ଚଢାଉରେ କାଠ ବୋଝେଇ ଟ୍ରକ ଜବତ କରାଯାଇଛି। ଉତ୍ତରପ୍ରଦେଶ ନମ୍ବର ଥିବା ଏହି ଟ୍ରକରେ ପାଖାପାଖି 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାଠ ଥିବା ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 25, 2019, 12:04 PM IST

Updated : Mar 25, 2019, 12:14 PM IST

ରାଉରକେଲା: କାଠ ବୋଝେଇ ଟ୍ରକ ଜବତ। ସୁନ୍ଦରଗଡ ଜିଲ୍ଲାର ହାତୀବାରି ଥାନା ଅଞ୍ଚଳରେ ପୋଲିସ ତଥା ବନ ବିଭାଗର ଚଢାଉରେ କାଠ ବୋଝେଇ ଟ୍ରକ ଜବତ କରାଯାଇଛି। ତେବେ ଏହି ଟ୍ରକରେ ୟୁପିର ନମ୍ବର ପ୍ଲେଟ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ କାଠ ବୋଝେଇ ଟ୍ରକଟିକୁ ଜବତ କରାଯାଇଥିଲେ ମଧ୍ୟ ଗାଡିର ଡ୍ରାଇଭର ସମେତ ଅନ୍ୟମାନେ ଫେରାର ହୋଇଛନ୍ତି । ଟ୍ରକଟି କାଠ ଧରି ଝାରଖଣ୍ଡ ଆଡ଼କୁ ଯାଉଥିବା ସୂଚନା ମିଳିଛି । ଏପଟେ ଜବତ ହୋଇଥିବା ଟ୍ରକରେ ଥିବା କାଠର ଗଣତି ଜାରି ରହିଛି । ଏଥିସହ ପୋଲିସ ତଥା ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଟ୍ରକରେ ଥିବା କାଠର ମୂଲ୍ୟ 10 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବା ନେଇ ଆକଳନ କରାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

Karan Johar was heavily trolled recently on social media, after he accidentally liked an offending tweet about Shah Rukh Khan. Fans of Badshah Khan went on to trend #ShameOnKaranJohar, with KJo finally issuing a clarification. And while the stars got together at a recent Awards function, Karan and Shah Rukh made time for a selfie moment, hinting that all is well between them. Check out their camaraderie below, which also includes candid clicks of Ranbir Kapoor and Ranveer Singh in the background

Conclusion:
Last Updated : Mar 25, 2019, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.