ETV Bharat / city

ଟେନସନ ବଢାଇଲା ଲୋକାଲ କେସ: ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

ରବିବାର ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ ଓ ପରିବା ମାର୍କେଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବଳବତ୍ତର ରହିବ ।

ଟେନସନ ବଢାଇଲା ଲୋକାଲ କେସ: ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ
ଟେନସନ ବଢାଇଲା ଲୋକାଲ କେସ: ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ
author img

By

Published : Jul 13, 2020, 8:58 AM IST

Updated : Jul 13, 2020, 10:10 AM IST

ରାଉରକେଲା: ଷ୍ଟିଲ ସିଟିରେ କୋରାେନା କାୟା ବିସ୍ତାର କରି ଚାଲିଛି । ରବିବାର ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ ଓ ପରିବା ମାର୍କେଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବଳବତ୍ତର ରହିବ ।

ଟେନସନ ବଢାଇଲା ଲୋକାଲ କେସ: ଟ୍ରାଫିକ ଗେଟ ବସ୍ତି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ବାହାର ଲୋକ ଏହି ଅଞ୍ଚଳକୁ ପଶି ପାରିବେ ନାହିଁ କିମ୍ବା ଏହି ଅଞ୍ଚଳରୁ କେହି ବାହାରକୁ ଯାଇପାରିବେ ନାହିଁ । ଏହି ବସ୍ତିର ଜଣେ କୋରୋନା ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଲା ପରେ ଏବଂ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅନ୍ୟ କେତେକ ଲୋକ ଆସିଥିବାର ଅଧିକ ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଉକ୍ତ ଅଞ୍ଚଳକୁ ବ୍ୟାରିକେଟ କରାଯିବା ସହ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି । ଉକ୍ତ କଣ୍ଟେନମେଣ୍ଟ ଅଞ୍ଚଳକୁ ସାନିଟାଇଜ ମଧ୍ୟ କରାଯାଉଛି ।

traffic-gate-basti-area-declared-containment-zone
ରାଉରକେଲା ମହାନଗର ନିଗମ କମିଶନଙ୍କ ନୋଟିସ

ଅନ୍ୟପଟେ ରାଉରକେଲା ସରକାରୀ ହସ୍ପିଟାଲର କେତେକ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହେବା ପରେ ଆଜି ଠାରୁ ଓପିଡି ସେବା ବନ୍ଦ ରଖାଯାଇଛି । ତେବେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ଆରଜିଏଚ ପକ୍ଷରୁ କୁହାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Jul 13, 2020, 10:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.