ETV Bharat / city

ଜନ ବିରୋଧୀ ନୀତିକୁ ବିରୋଧ କରି ଟ୍ରେଡ଼ ୟୁନିଅନର ପ୍ରତିବାଦ ସଭା - Trade unions protest in rourkela

ଜନ ବିରୋଧୀ ନୀତିକୁ ବିରୋଧ କରି ବିଭିନ୍ନ ଟ୍ରେଡ଼ ୟୁନିଅନ ତଥା ସଂଙ୍ଗଠନ ତରଫରୁ ପ୍ରତିବାଦ ସଭା କରାଯାଇଛି ।

rourkela
ଟ୍ରେଡ଼ ୟୁନିଅନର ପ୍ରତିବାଦ ସଭା
author img

By

Published : Aug 10, 2020, 4:10 PM IST

ରାଉରକେଲା: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବିଭିନ୍ନ ଟ୍ରେଡ଼ ୟୁନିଅନ ତଥା ସଂଙ୍ଗଠନ ତରଫରୁ ପ୍ରତିବାଦ ସଭା କରାଯାଇଛି । ବିଶେଷକରି ଶ୍ରମ ଆଇନରେ ପରିବର୍ତନକୁ ଏମାନେ ବିରୋଧ କରିଥିବା ଜଣାପଡିଛି ।

ଟ୍ରେଡ଼ ୟୁନିଅନର ପ୍ରତିବାଦ ସଭା

ଏହାସହ କେନ୍ଦ୍ର ସରକାର ଦ୍ବାରା ବିଭିନ୍ନ ସରକାରୀ କମ୍ପାନୀ ଓ ରେଳର ଘରୋଇକରଣକୁ ବିରୋଧ କରିବା ସହିତ ପ୍ରତିରକ୍ଷାରେ ଘରୋଇକରଣକୁ ବିରୋଧ କରଯାଇଛି । ଆଜି ସର୍ବଭାରତୀୟ ସ୍ତରରେ ପ୍ରତିବାଦ ଦିବସ ପାଳନ କରି ମନରେଗା ଶ୍ରମିକ,ବେରୋଜଗର ହୋଇଥିବା ଶ୍ରମିକମାନଙ୍କୁ ମୌଳିକ ସୁବିଧା ଜନକ ସହାୟତା ଦାବି କରଯାଇଥିଲା ।

ଆଜି ପ୍ରତିବାଦ ସଭାରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆଗକୁ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ସଂଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ପ୍ରତିବାଦ ସଭାରେ INTUC, CITU,HMC ସହିତ ବିଭିନ୍ନ ଟ୍ରେଡ଼ ୟୁନିଅନର ସମର୍ଥନ ଜଣାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.