ETV Bharat / city

କୋଭିଡ ପରୀକ୍ଷା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ - changes in the Covid test system

ରାଉରକେଲାରେ କୋଭିଡ ପରୀକ୍ଷା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ । କିଛି ଅନିବାର୍ଯ୍ୟ କାରଣ ବଶତଃ ସହରର 3ଟି ସ୍ଥାନରେ ଆଣ୍ଟିଜେନ କିଟ୍ ଯୋଗେ ଆରମ୍ଭ ହେବାକୁ ଥିବା କୋଭିଡ ପରୀକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ପରୀକ୍ଷା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ

author img

By

Published : Aug 11, 2020, 10:44 PM IST

ରାଉରକେଲା: କିଛି ଅନିବାର୍ଯ୍ୟ କାରଣ ବଶତଃ ସହରର 3ଟି ସ୍ଥାନରେ ଆଣ୍ଟିଜେନ କିଟ୍ ଯୋଗେ ଆରମ୍ଭ ହେବାକୁ ଥିବା କୋଭିଡ ପରୀକ୍ଷା ବ୍ୟବସ୍ଥା ବୁଧବାର ଅର୍ଥାତ 12 ତାରିଖ ବଦଳରେ 13 ତାରିଖରୁ ଆରମ୍ଭ ହେବ । ସେହିପରି ପରୀକ୍ଷା ସ୍ଥାନରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ସ୍ଥାନ ଗୁଡିକ ହେଲା -
1. UGIE ହଷ୍ଟେଲ
2. କୋଭିଡ ପଞ୍ଜିକରଣ କେନ୍ଦ୍ର, ବାଗୁଡି ବସ୍ତି ନିକଟ, ଛେଣ୍ଡ
3. ହେଲଥ ସେଣ୍ଟର, ସେକ୍ଟର - ୬
ତେବେ ପୂର୍ବଭଳି ଆରଜିଏଚରେ ଯଥାବିଧି ପରୀକ୍ଷା ଚାଲିବ । ଜିଲ୍ଲା ପ୍ରଶାସନ ତରଫରୁ ମଙ୍ଗଳବାର ଲୋକସମ୍ପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.