ETV Bharat / city

ପିଏଫ୍ ଏବଂ ଇଏସଆଇ ଦାବିରେ ଆଇଜିଏଚ ସୁରକ୍ଷାକର୍ମୀଙ୍କ ଆନ୍ଦୋଳନ

author img

By

Published : Nov 22, 2019, 8:11 PM IST

ଶୁକ୍ରବାର ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ସୁରକ୍ଷାକର୍ମୀ ପିଏଫ୍ ଏବଂ ଇଏସଆଇ ଦାବିରେ ଆନ୍ଦୋଳନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ) ସୁରକ୍ଷା କର୍ମଚାରୀଙ୍କ ଆନ୍ଦୋଳନ । ଶୁକ୍ରବାର ଆଇଜିଏଚର ସୁରକ୍ଷା କର୍ମୀ ପିଏଫ୍ ଏବଂ ଇଏସଆଇ ଦାବିରେ ଆନ୍ଦୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, ଗତ ଦେଢ ବର୍ଷ ହେବ ପିଏଫ୍ ଏବଂ ଇଏସଆଇ ପାଇଁ ସୁରକ୍ଷାକର୍ମୀ ବାରମ୍ବାର ଆନ୍ଦୋଳନ କରିଆସୁଛନ୍ତି । କିନ୍ତୁ ପରିଣାମ ଏବେ ବି ଶୂନ । ତେବେ ଶୁକ୍ରବାର ମନୋଜ ଦାସ ନାମକ ସୁରକ୍ଷାକର୍ମୀ ଅସୁସ୍ଥ ହୋଇ ଆଇଜିଏଚର ଚିକିତ୍ସା ହୋଇଥିବା ବେଳେ ପିଏଫ୍ ଏବଂ ଇଏସଆଇ ସୁବିଧାରୁ ବଞ୍ଚିତ ଅଛନ୍ତି ।

ଅନ୍ୟପଟେ ସୁରକ୍ଷା କର୍ମଚାରୀଙ୍କୁ ଇଏସଆଇ ଦିଆଯାଇଛି ବୋଲି ଇସ୍ପାତ ଜେନେରାଲ ହସ୍ପିଟାଲ ଦାବି କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-igh ରେ ମୁତୟନ ସୁରକ୍ଷା କର୍ମଚାରୀ ଆନ୍ଦୋଳନ ରେ। pf ତଥା esi ଦାବି କରିଛନ୍ତି। 15 ମାସ ହେଲା କାଲିଙ୍ଗା ବାରିଆର ତରଫ ରୁ ନିଯୁକ୍ତ ସୁରକ୍ଷା କର୍ମୀ ବାରମ୍ବାର ଆନ୍ଦୋଳନ କରୁଛନ୍ତି କିନ୍ତୁ ପରିଣାମ ଶୁନ୍ୟ ରହିଛି। ଆଜି ମନୋଜ ଦାସ ନାମକ ସୁରକ୍ଷା କର୍ମୀଙ୍କ ଅବସ୍ଥା ବିଗାଡି ଯାଇ ଥିଲା।
Body:
igh ରେ ତାର ଚିକିତ୍ସା ଆରମ୍ଭ ହୋଇଛି କିନ୍ତୁ esi ତଥା pf ସୁବିଧା ରୁ ବଂଚିତ ଅଛନ୍ତି ଶ୍ରମିକ। କମ୍ପାନୀ କହୁଛୁ esi କର ଯାଇଛି କିନ୍ତୁ ତାହା ଏଠାରେ ମାନ୍ୟତା ନାହିଁ।

Conclusion: ଏହି ଭଳି ପରିସ୍ଥିତି ରେ ଲୋକ ଚିକିତ୍ସା ସୁବିଧା ପାଉ ନାହାନ୍ତି। ବାରମ୍ବାର ବିବାଦ ହେଉଛି କିନ୍ତୁ ସମାଧାନ ନ ହେବା ଯୋଗୁ ବାରମ୍ବାର ବିବାଦ ଘନୀଭୂତ ହେଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.