ETV Bharat / city

ରାଉରକେଲା ରେଳଷ୍ଟେସନରୁ ଶତାଧିକ ଲୋକଙ୍କ ଉଦ୍ଧାର

ଲକଡଉନ ପରଠାରୁ ରେଳ ଷ୍ଟେସନରେ ପଡି ରହିଥିବା ଶତାଧିକ ଲୋକଙ୍କୁ ଉଦ୍ଧାର କଲା ରାଉରକେଲା ପୋଲିସ । ଅଧିକ ପଢନ୍ତୁ...

author img

By

Published : Apr 21, 2020, 7:11 PM IST

ରେଳଷ୍ଟେସନରୁ ଶତାଧିକ ଲୋକଙ୍କ ଉଦ୍ଧାର କଲା ରାଉରକେଲା ପୋଲିସ

ରାଉରକେଲା: ବିଳମ୍ବରେ ହେଉ ପଛେ ଚେତିଲା ରାଉରକେଲା ମହାନଗର ନିଗମ । ପୋଲିସ ସହାୟତାରେ ରେଳ ଷ୍ଟେସନ ନିକଟରେ ପଡିରହିଥିବା ଶହ ଶହ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳକୁ ନିଆଯାଇଛି ।

ବିଳମ୍ବିତ ରାତିରେ ମହାନଗର ନିଗମର ଉପାଯୁକ୍ତ ସୁଧାଂଶୁ ଭୋଇଙ୍କ ନେତୃତ୍ବରେ ଏକ ଟିମ ଯାଇ ସେମାନଙ୍କୁ ଉଦ୍ଧାର କରିଛି । ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବକୁ ବଜାୟୀ ରଖି ସମସ୍ତଙ୍କ ଆଶ୍ରୟସ୍ଥଳୀକୁ ଅଣାଯାଇଛି । ଲକଡାଉନ ପରଠାରୁ ଏମାନେ ଏହି ରେଳ ଷ୍ଟେସନରେ ଆଶ୍ରୟ ନେଇଥିଲେ। ଅନେକ ସମୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏମାନଙ୍କୁ ଖାଦ୍ୟ ଦିଆଯାଉଥିଲା।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.